ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବବୀ ଭାଇଙ୍କ ଜନ୍ମଦିନ ରେ ଫଳବଣ୍ଟନ

ଜୁନାଗଡ଼,୨୮/୬(ମ ନି ସ)ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ଦ୍ଦେଶରେ ଆଜି ବିଜୁଜନତା ଦଳ ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନ ଉପଲକ୍ଷେ ଆଜି ଜୁନାଗଡ ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଶୁଭ ଅବସରରେ ପୂର୍ବତନ ନଗର ପାଳ ମହେଶ ସାହୁ, ପରିଷଦ ସଚିନ ଅନ୍ଦନୀ, କାହୁଁ ବୈଠ।ରୁ, ହୀମାଦ୍ରୀ ସିନ୍ଦୁର, ଚକ୍ରଧର ବାଗ, ଓ ଜୁନାଗଡ ବିଜୁ ଜନତା ଦଳର ଅନେକ ସଭ୍ୟ ମାନେ ଉପସ୍ଥିତ ରହି ବବି ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତର ଉନ୍ନତି,ଓ ସୁସ୍ଥ ଦୀର୍ଘଜୀବନ କାମନା କରି ମା ଲଙ୍କେଶ୍ବରୀ ଙ୍କୁ ପ୍ରାର୍ଥନା କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

masiha

ଗୁରୁକୃପା ଡିଗ୍ରୀ କଲେଜ ଉଦ୍ଦଘାଟନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ବିଭାଗ ଦ୍ଵାରା ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ଓ କାରଣ ଦର୍ଶାଅ ନୋଟିସ୍ 

masiha

Leave a Comment

error: Content is protected !!