ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେଲେ ବିନ୍ଦୁ ମହାନନ୍ଦ 

ଗୋଳାମୁଣ୍ଡା ତା ୧୬/୦୩ ମସିହା ନ୍ୟୁଜ

 କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ବାଚିତ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଜି ଦାୟିତ୍ୱ ଗ୍ରହଣ କଲେ । ସେ ଥିଲେ ଡମ୍ବ ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ, ଦୁର୍ନୀତି ବିରୋଧରେ ସଭାପତି,ଥିଲେ,ଏହି ସମାରୋହରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ,ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନାଏକ , ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ,ଦୁର୍ଗେ ସାହୁ,ମୂଖ୍ୟ କିରାଣୀ ପ୍ରଦୀପ କୁମାର ମହାପାତ୍ର,ନବ ନିର୍ବାଚିତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ,ସଭ୍ୟା ଉପସ୍ଥିତ ଥିଲେ । ଗୋଳାମୁଣ୍ଡା ବ୍ଲକର ଜନକଲ୍ୟାଣ ସାମ୍ବାଦିକ ଓ ଜନସାଧାରଣ ଉପସ୍ଥିତ ରହି ନବନିର୍ବାଚିତ ଅଧ୍ୟକ୍ଷ ଓ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।  ଆୟୋଜିତ ଏକ ସଭା ରେ      ନୁତନ ଭାବରେ ଦାୟିତ୍ଵ  ଗ୍ରହଣ କରି ଥିବା ବ୍ଲକ ଅଧ୍ୟକ୍ଷ ବିନ୍ଦୁମହାନନ୍ଦ ଙ୍କ ଅଭିଭାଷଣ ପ୍ରଦାନ କରିଥିଲେ,ଯେ ଗୋଳାମୁଣ୍ଡା ବ୍ଲକ କୁ ଦୁର୍ନୀତି ,ଓ ପିସିମୁକ୍ତ ବ୍ଲକ କରିବା ପାଇଁ ସତ ସତ ପ୍ରତିଶୃତି ଦେଇଥିଲେ

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା।

Related posts

ବଡ ଟିକ୍ରାଗୁଡା ଝାମୁ ଯାତ୍ରା – ସରପଞ୍ଚ ଚାଲିଲେ ନିଆ ରେ

Sunil Chandra Nayak

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ

Leave a Comment

error: Content is protected !!