ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ସାପ୍ତାହିକ ବଜାର ଦର ଆକାଶ ଛୁଆଁ ଖାଉଟି ହନ୍ତସନ୍ତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସାପ୍ତାହିକ ଶନିବାର ବଜାରରେ ଆଜି ପନି ପରିବା ଦର ଆକାଶ ଛୁଆଁ ହୋଇ ଥିବା ଦେଖିବାକୁ ମିଳିଥିଲା ।ଯାହା ଫଳରେ ସାଧାରଣ ଲୋକ ,ଗରିବ ଖଟିଖିଆ ଶ୍ରେଣୀର ଲୋକେ ହନ୍ତସନ୍ତ ହୋଇଥିବା ଜଣାପଡିଛି ।ଆଜି ଫୁଲ କୋବି ୧୦୦ ,ପୋଟଳ ୮୦ ,କାଙ୍କଡ଼ ୧୦୦ ,ଟମାଟୋ ୬୦ ,ସଜନା ୧୨୦ ,ବାଇଗଣ ୪୦ ଭଳି ଅନେକ ପରିବା ଦର ବୃଦ୍ଧି ପାଇଛି ।ଫଳରେ ଲୋକେ ବାଧ୍ୟ ହୋଇ କମ ପରିମାଣରେ ମଧ୍ୟ କିଛି କିଛି ଜିନିଷପତ୍ର କିଣି ବାକୁ ପଡ଼ି ଥିଲା ।ପନି ପରିବା ଦର ବୃଦ୍ଧି ପାଉଥିବା ଯୋଗୁ ଖାଉଟି ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ।ବେପାରି ମାନେ ମନ ଇଛା ଦର ବୃଦ୍ଧି କରୁଥିବା ଯୋଗୁ ସାଧାରଣ ଲୋକ ଅସୁବିଧା ରେ ପଡୁଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

masiha

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

masiha

ଯୋଗ ଦେଲେ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ 

Leave a Comment

error: Content is protected !!