ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ସାପ୍ତାହିକ ବଜାର ଦର ଆକାଶ ଛୁଆଁ ଖାଉଟି ହନ୍ତସନ୍ତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସାପ୍ତାହିକ ଶନିବାର ବଜାରରେ ଆଜି ପନି ପରିବା ଦର ଆକାଶ ଛୁଆଁ ହୋଇ ଥିବା ଦେଖିବାକୁ ମିଳିଥିଲା ।ଯାହା ଫଳରେ ସାଧାରଣ ଲୋକ ,ଗରିବ ଖଟିଖିଆ ଶ୍ରେଣୀର ଲୋକେ ହନ୍ତସନ୍ତ ହୋଇଥିବା ଜଣାପଡିଛି ।ଆଜି ଫୁଲ କୋବି ୧୦୦ ,ପୋଟଳ ୮୦ ,କାଙ୍କଡ଼ ୧୦୦ ,ଟମାଟୋ ୬୦ ,ସଜନା ୧୨୦ ,ବାଇଗଣ ୪୦ ଭଳି ଅନେକ ପରିବା ଦର ବୃଦ୍ଧି ପାଇଛି ।ଫଳରେ ଲୋକେ ବାଧ୍ୟ ହୋଇ କମ ପରିମାଣରେ ମଧ୍ୟ କିଛି କିଛି ଜିନିଷପତ୍ର କିଣି ବାକୁ ପଡ଼ି ଥିଲା ।ପନି ପରିବା ଦର ବୃଦ୍ଧି ପାଉଥିବା ଯୋଗୁ ଖାଉଟି ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ।ବେପାରି ମାନେ ମନ ଇଛା ଦର ବୃଦ୍ଧି କରୁଥିବା ଯୋଗୁ ସାଧାରଣ ଲୋକ ଅସୁବିଧା ରେ ପଡୁଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

୧- ନୀରବି ଯାଉଛି ମଣିଷ,କେହି କାହା ସହିତ କଥା ହେବାକୁ ପସନ୍ଦ କରୁନାହାନ୍ତି… ଜୀବନରୁ ହଜି ଯାଉଛନ୍ତି ଶବ୍ଦମାନେ ,୨- ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ , ୩- ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି କମ୍ପାନୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ , ୪-ଖଟ ଯୋଗେ ବୋହା ହେଲା ମୃତ ଶବ ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ, ୫- ଇଣ୍ଡିଆନ୍ ପଟାସ୍ ଲିମିଟେଡ ସୁଗାର ୟୁନିଟି ମଜଦୂର ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା , ୬- ବାଇକ ମୁହଁl ମୁହିଁ ଧକାରେ ଏକ ମୂତ ଏକ ଗୁରୁତର, ୭- ପୋଖରୀ ରେ ବୁଡି ମୃତ୍ୟୁ

Sunil Chandra Nayak

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ପ୍ରଶାସନ ର ଦ୍ୱାରସ୍ଥ ପରେ ହଂସପଡା ଗ୍ରାମରେ ଦୁର ହେଲା ପାନୀୟ ଜଳ ସମସ୍ୟା

Sunil Chandra Nayak

Leave a Comment

error: Content is protected !!