ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ମହିଳାଙ୍କୁ ସ୍ବର ଉତ୍ତାେଳନ କରିବାର ସମୟ ଆସିଛି

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୧/୦୬( ମ ନି ସ)-ଆଧୁନିକତାର ତାଳେତାଳେ ମହିଳାମାନେ ଗୋଟିଏ ପଟେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବାବେଳେ ଅନ୍ୟପଟେ ସଚେତନତା ଅଭାବରୁ ମହିଳାମାନେ ହିଂସା ଓ ନିର୍ଯାତନାର ଶିକାର ହେଉଛନ୍ତି ! ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ମହିଳାମାନେ ଶିକ୍ଷିତ ଓ ସଚେତନ ହେବା ସହିତ ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି ! କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ରାଜ୍ୟରେ ମହିଳାମାନଙ୍କ ହକ୍ ଓ ଅଧିକାରର ଲଢ଼େଇରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ବିଭାଗ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମହିଳା ଶାଖାର ନବନିର୍ବାଚିତ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଆଜି ଭବାନୀପାଟଣା ନକଟିଗୁଡ଼ାସ୍ଥିତ ଆମ୍ବେଦକର ଭବନଠାରେ ଫେଡେରେସନର ମହିଳା ଶାଖାର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ! ଏଇ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ଯୋଗେଶ୍ବର ସାଗର, ବସନ୍ତ ନାଏକ, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ ଓ ଆଶିଷରଞ୍ଜନ ନାଏକ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ, କର୍ମଚାରୀ ଶାଖାର ବୈକୁଣ୍ଠ ବେମାଲ, ସାମନ୍ତ ଦୁର୍ଗା, ସଦସ୍ୟ ପ୍ରୁଥିରାଜ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ। ଏଇ ଅବସରରେ ଫେଡେରେସନର ଉପସଭାନେତ୍ରୀ ଅଞ୍ଜୁ କୁମାର, ଲୀନା କୁମାର, ମହିଳା ଶାଖା ମୁଖ୍ୟ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣା, ଜିଲ୍ଲା ସଂପାଦିକା ଉଷାରାଣୀ ବାଗ, ଅମ୍ରୁତାଞ୍ଜଳି ବାଗ, ପଞ୍ଚାୟତିରାଜ ବିଭାଗ ମୁଖ୍ୟ କବିତା ବାଗ, କର୍ମଚାରୀ ବିଭାଗ ମୁଖ୍ୟ ପୁଷ୍ପଲତା ବାଗ, ସାମାଜିକ ବିଭାଗ ମୁଖ୍ୟ ରେଣୁକା ଛତ୍ରିଆଙ୍କ ସମେତ ଭବାନୀପାଟଣା ପୁରୁଣାପଡ଼ା ସଭାନେତ୍ରୀ ବିଜୟା ବାଗ, ସଂପାଦିକା ମାଣିକ୍ୟ ନାଏକ, ନକଟିଗୁଡ଼ା ସଭାନେତ୍ରୀ ଲକ୍ଷ୍ମୀ ନାଏକ, ସଂପାଦିକା ଅହଲ୍ୟା ଦୁର୍ଗା, ଗୋପବନ୍ଧୁ ନଗର ସଭାନେତ୍ରୀ ମାୟା ନାଏକ, ସଂପାଦିକା ବନ୍ଦନା ପାଲ, ଗୌନ୍ତିଆପଡ଼ା ସଭାନେତ୍ରୀ ଆକାଶମଲ୍ଲୀ ନାଏକ, ସଂପାଦିକା ସୁମତି ମହାନନ୍ଦ ପ୍ରମୁଖଙ୍କୁ ଫେଡେରେସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ସମ୍ବର୍ଦ୍ଧନା ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ବାଗ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ! ଏଇ ସମସ୍ତ କାର୍ଯ୍ୟକ୍ରମକୁ ଫେଡେରେସନର ଉପଦେଷ୍ଟା ଏସ୍. ସୁଜାତା ପରିଚାଳନା କରିଥିବାବେଳେ ସଦସ୍ୟା ଆରତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ! ଏଥିରେ ଫେଡେରେସନର ସଦସ୍ୟା ସ୍ନେହଲତା ଦୁର୍ଗା, ସୋନାଲୀ ନାଏକଙ୍କ ଅନ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ଏଇ ଅବସରରେ ଜିଲ୍ଲାର ୧୩ ଗୋଟି ବ୍ଲକ ୨ଟି ଏନ୍ଏସି ଓ ଗୋଟିଏ ମୁନସିପାଲିଟି ଅଞ୍ଚଳରୁ ଫେଡେରେସନ ମହିଳା ଶାଖାର ବହୁ ସଦସ୍ୟା ଉପସ୍ଥିତ ଥିଲେ !

ମସିହା ନିୟୂଜ୍ ସର୍ଭିସ୍ 

Related posts

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

Sunil Chandra Nayak

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort