ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

ତା,୩୦/୬/୨୩ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜୁପୁଟ ପଞ୍ଚାୟତର ଚଲାଣପୁଟ ଠାରେ ଧାନ ଫାଉଣ୍ଡେସନ ତରଫରୁ କ୍ଷେତ୍ର ଦିବସ ପାଳନ ହୋଇଯାଇଛି l ମୁଖ୍ୟ ଅଥିତି ଭାବରେ ପଞ୍ଚାୟତର କୃଷି ଅଧିକାରୀ ଶ୍ରୀମତୀ ସବିତା ଶତପଥି ଧାନ ଫାଉଣ୍ଡସନର ସଂଯୋଜକ ଅମନ ଦୱାଣ୍ଡି ସହ ସଂଯୋଜକ ପ୍ରତୁସ ନାଇକ (ସି.ଈ.ଓ.) ଶ୍ରୀ ସୁକୁ ଶିସା ହିସାବ ରକ୍ଷକ ସରୋଜ କୁମାର ନାଇକ ଧାନ( ସି. ଆର. ପି.) ଶ୍ରୀ ନୀଳ ଗୋଲାରୀଙ୍କ ସହ ପଞ୍ଚାୟତର ଅନେକ ବୁଦ୍ଧିଜୀବୀ ଗଣ ରବୀନ୍ଦ୍ର ଦୁରିଆ କୃଷ୍ଣ ବିଶୋଇ, ଦାମ ଭୋଇ ଗ୍ରାମର ମାଣ୍ଡିଆ ଚାଷୀ କମୁ ମଣ୍ଡାଇ ସଦନ ମୁର୍ଜା ମଙ୍ଗଳା କିର୍ସାନୀ ସମରା ମୁର୍ଜା ଦୈତାରୀ ପାଙ୍ଗି ଏମିତି ଅନେକ ଚାଷୀ ଉପସ୍ଥିତ ଥିଲେ l ଜୈବିକ ଖତ ପ୍ରୟୋଗ ଜୀବ ସାର ପ୍ରୟୋଗ ଏବଂ ସବୁ ଚାଷ ଧାଡିରେ ରୁହା କଲେ ଚାଷୀଙ୍କୁ ପ୍ରତ୍ସାହନ ରାଶି ମଧ୍ୟ୍ୟ ପାଇପାରିବେ ବୋଲି ଆଲୋଚନା କରାଯାଇଥିଲା l ଆଜିର କାର୍ଯ୍ୟ କ୍ରମରେ ଚାଷୀଙ୍କୁ ଚାଷ କାମ କିପରି କରି ପାରିବେ ଓ କେଉଁ ଚାଷକୁ କିପରି ଭାବରେ ଯତ୍ନ ସହ ଚାଷ କଲେ ଚାଷୀ ଲାଭ ଦାୟକ ହୋଇ ପାରିବ ସେହି ବିଷୟରେ ନେଇ ସି. ଈ. ଓ. ଶ୍ରୀ ସୀସା କହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

Sunil Chandra Nayak

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

masiha

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!