ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

କାମାକ୍ଷାନଗର (ମନିସ ) 14/7/23 // ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କରଗୋଳା ପଂଚାୟତ ଶାନ୍ତିନଗର ସାହି ରେ ବଜ୍ରାଘାତ ରେ ବଡ଼ ଭଉଣୀ ମୃତ୍ୟୁ ଓ ,ସାନ ଭଉଣୀ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲ ରେ ଚିକିତ୍ସିତ | ନାବାଳିକା ୨ ଭଉଣୀ ହେଉଛନ୍ତି ସେହି ଗ୍ରାମର କଷ୍ଟୁ ଦେହୁରୀ ଙ୍କ ୧୧ବର୍ଷୀୟ ନାବାଳିକା ଝିଅ ସାବିତ୍ରୀ ଦେହୁରୀ ଓ ୯ବର୍ଷୀୟ ସାନ ଝିଅ ଶ୍ରାବଣୀ ଦେହୁରୀ | ସୁଚନା ମୁତାବକ ଉଭୟ ଦୁଇ ଭଉଣି ଆଜି ଅପରାହ୍ନ ରେ ସ୍କୁଲ ରୁ ଫେରିବା ପରେ,ଘର ବାରଣ୍ଡା ରେ ଏକାଠି ବସିଥିବା ବେଳେ, ବଜ୍ରାଘାତ ହୋଇଥିଲା |ଫଳରେ ନାବାଳିକା ୨ଭଉଣୀ ଅଚେତ ହୋଇ ଖସିପଡ଼ିଥିଲେ |ତେବେ ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କାମାକ୍ଷାନଗର ମେଡିକାଲ କୁ ଆଣିଥିଲେ |ସେଠାରେ ବଡ଼ ଭଉଣୀ ସାବିତ୍ରୀ ଦେହୁରୀ ଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ବେଳେ, ସାନ ଭଉଣୀ ଶ୍ରାବଣୀ ଦେହୁରୀ ଏବେ ଗୁରତର ଭାବେ ଚିକିତ୍ସିତ ହେଉଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

masiha

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତି ପାଳନ 

Sunil Chandra Nayak

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା

Sunil Chandra Nayak

Leave a Comment

error: Content is protected !!