ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

ନୂଆପଡା // , ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଜିଲ୍ଲାର ପ୍ରଥମ କରି ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ ହୋଇଅଛି। ଏହାଦ୍ବାରା ଭିଡ ନିୟନ୍ତ୍ରଣ ହେବା ସହ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ। ଟ୍ରାଫିକ ନିୟମ ମୁତାବକ ଯାତାୟତ ନେଇ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଖରିଆର ରୋଡ ନଗରପାଳ ସୋନିଆ ଜୈନ, କାର୍ଯନିର୍ବାହୀ ଅଧିକାରୀ କମଳାକାନ୍ତ ରଥ, ସାଂସଦ ପର୍ତିନିଧି ଗୋଲାଡି ଅଗ୍ରୱାଲ, ନାଗରିକ, ବୁଦ୍ଧିଜୀବୀ, ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଟ୍ରାଫିକ ପୋଲିସ ସେବା ଆରମ୍ଭ କରିଛନ୍ତି। ଟ୍ରାଫିକ ପୋଲିସ ସେବା ଆରମ୍ଭ ନେଇ ନଗର ବାସୀ ତରଫ ରୁ ନୂଆପଡ଼ା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷକ ସନ୍ତୋଷାନନ୍ଦ ମନୋନୀତ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

Sunil Chandra Nayak

Leave a Comment

error: Content is protected !!