ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲlସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

ଜୁନାଗଡ଼୧୮/୩ (ନି.ପ୍ର) : ଜୁନାଗଡ଼ ବ୍ଲକ ପଳାସ ଗ୍ରାମ ପଞ୍ଚାୟତ ର ନୂତନଭାବେ ନିର୍ବାଚିତ ସରପଞ୍ଚ ପ୍ରଭାକର ସେଠୀ ଦାୟିତ୍ୱ ଗ୍ରହଣ କରି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି ଗ୍ରାମ ପଞ୍ଚାୟତ ର ସୁଧୀର ପଣ୍ଡା ପୂର୍ବରୁ ସରପଞ୍ଚ ରହିଥିଲେ l ଚଳିତ ପଞ୍ଚାୟତ ନିର୍ବାଚନରେ ସାମ୍ବାଦିକ ରୁ ସରପଞ୍ଚ ହୋଇଥିବା ଶ୍ରୀ ସେଠୀ ପୁର୍ବ ସରପଞ୍ଚ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ଜି ଅର ଏସ କୁସୁମ ମଞ୍ଜରୀ ମେହେର,ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜିବ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ଉଦ୍ୟମ କରିବି ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସରପଞ୍ଚ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି l ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା  ଉଠ ମଣିମା

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

ଗୋନା ଠାରେ ଜଗବନ୍ଧୁ ମାଝୀ ଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!