ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ନୂତନ ସଭାପତି ଙ୍କୁ ସମ୍ଭର୍ଦ୍ଧନା

ବନ୍ଧୁଗାଁ ତା,୨୧/୭/୨୩, କୋରାପୁଟ ଜିଲ୍ଲା ପାଇଁ ବିଜେଡି ଦଳ ପକ୍ଷରୁ ନୂତନ ଜିଲ୍ଲା ସଭାପତି ପଦବୀ ଦାୟୀତ୍ୱ ଦେଇଥିବାରୁ କୋରାପୁଟ ଜିଲ୍ଲାରେ ରହିଥିବା ୧୪ ଗୋଟି ବ୍ଲକ ମାନଙ୍କରେ ସଭାପତିଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନାର ଛୁଟ କମୁନାହିଁ I ଏଥିରୁ ବାଦ ପଡି ଥିବା ବ୍ଲକ ହେଲା ଆଜି  ସନ୍ଧ୍ୟା ଲକ୍ଷ୍ମୀପୁର ସ୍ଥିତ ନୃତନ ଭାବରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ସାଂସଦ ଝିନ୍ନ ହିକକା ଙ୍କ ବାସଭବନ ଠାରେ ବିଜେଡି ଦଳର ବହୁ କର୍ମୀଙ୍କ ସହ ବିଶ୍ୱାନାଥ ଖରା, ଓ ପଟ୍ଟାଙ୍ଗି ବ୍ଲକର ଅନେକ ସାଥୀଙ୍କ ସହ ଜିଲ୍ଲା ନୃତନ ବିଜେଡି ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଏବଂ ଏଥିରେ ଆଗାମୀ ଦିନରେ ସଙ୍ଗଠନକୁ କିଭଳି ଭାବରେ ମଜଭୁତ ସହ ସୁଦୃଢ ଭାବରେ ବିଜେଡି ଦଳରେ ରହିଥିବା କର୍ମୀଙ୍କ ପ୍ରତି ଏକ ସନ୍ଦେଶ ଦେଇଥିଲେ I ଆଗାମି ନିର୍ବାଚନ ପାଇଁ ଅଞ୍ଚଳରେ ବିଜେଡି ଲୋକ ଙ୍କ ବିଶ୍ୱାସ ଅଧିକ କରାଯାଇ ପାରିବ ସେ ଉପରେ ଆଲୋଚନା କରିଥିବାର ଦେଖିବାକୁ ପାଇଥିଲୁ ।

ବନ୍ଧୁଗାଁ  ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଗୁଣ୍ଡୁରିଆ ସହିଦ ଦିବସ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ଗ୍ରାମୀଣ ଭାରତବନ୍ଦ ଓ ଧର୍ମଘଟକୁ ଆଦିବାସି ଚାଷୀ ମୁଲିଆ ସଙ୍ଘ ର ସମର୍ଥନ 

masiha

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

masiha

Leave a Comment

error: Content is protected !!