ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଅଵସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ମୃତ୍ୟୁ

ନୂଆପଡ଼ା ଜ଼ିଲ୍ଲା ଖଡ଼ିଆଲ ପୃଥ୍ୱୀରାଜ ଲଜ ଠାରେ ଦୁଇ ସ୍କ୍ୱାଟି ମୁହା ମୁହିଁ ହେବାରୁ ଦୁର୍ଘଟଣା ରେ ଜଣକ ମୃତ୍ୟୁ ହୋଇଥିବା ସୂଚନାମିଳିଛି, ସୂଚନା ମତେ ମୃତ୍ୟୁ ଜଣଙ୍କ ହେଲେ ପୂର୍ବତନ ଆଞ୍ଚଳିକ ବ୍ୟଙ୍କ ମେନେଜର ଅବଦୁଲ୍ଲା ଖାନ , ସେ ବର୍ତମାନ ଖରିଆର ଠାରେ ରହୁଥିଲେ, ତାଙ୍କ ସ୍ତ୍ରୀ ବର୍ତମାନ ବରଗାଁ ଆଞ୍ଚଳିକ ବ୍ୟଙ୍କ ରେ କାର୍ଯ୍ୟରତ, ସେ ଶୁକ୍ରବାର ମସଜିଦ ରୁ ଘରକୁ ଫେରୁଥିବା ବେଳେ ସାମନା ପଟୁ ଏକ ଗାଡି ଧକ୍କା ଦେବା ଫଳରେ ପଡିଯାଇଥିଲେ ତାଙ୍କୁ ସାଙ୍ଗେ ସାଙ୍ଗେ ମିଶନ ହସ୍ପିଟାଲ କୁ ନିଆଯାଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ପରେ ଖରିଆର ପୋଲିସ ଖବର ପାଇଁ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଳନରl ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!