ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

କଟକ : କଟକ ସଦର ୪୨ ମୌଜା ର ସର୍ବ ପ୍ରଥମ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ପୂଜ୍ୟପୂଜା ଭବନରେ ପାଟଣା ଗ୍ରାମ ର ଗର୍ବ ଓ ଗୌରବ ବରପୁତ୍ର ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଆଡ ଭୋକେଟ ସ୍ଵୟଂ ଶ୍ରୀ ରାୟ ସମ୍ମାନିତ ଅତିଥି ଭାବେ ଅମରେନ୍ଦ୍ର ଦାସ, ଅସୀମ ଦାସ,ପପନ୍ ଦେବତା , କୃଷ୍ଣଚନ୍ଦ୍ର ରଣା , ରାଜେଶ ମହାନ୍ତି , କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ , ଉପେନ୍ଦ୍ର ବାରିକ , ସମୀକ୍ଷା ମହାନ୍ତି , ପଦ୍ମଶ୍ରୀ ମନୋରଞ୍ଜନ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ । ଶେଷ ରେ ଅନୁଷ୍ଠାନ ର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପଦ୍ମଶ୍ରୀ ମନୋରଞ୍ଜନ ଦାସ ଙ୍କୁ କୋଟି କୋଟି ପ୍ରମାଣ ଜଣାଇବା ସହିତ ସଭାସଦ ଙ୍କୁ ଧନ୍ୟବାଦ ଦେଇଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

masiha

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

masiha

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

Leave a Comment

error: Content is protected !!