ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ ।

କଟକ : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ତରଫରୁ ପୂଜ୍ୟପୂଜା ଭବନରେ କାର୍ଗିଲ ବିଜୟ ଦିବସ ଅବସରରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସହିଦ ବୀର ଜୱାନ ମାନଙ୍କୁ ଶତ କୋଟି ପ୍ରଣାମ ଜଣାଉଛି। 

ବନ୍ଦେ ମାତରଂ ସ୍ଲୋଗାନ ସହ ସରୋଜ ନଳିନୀ ପରିଜା – ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି – ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ କଳାହାଣ୍ଡି ଜିଲ୍ଲାର ୩୭୫ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

Sunil Chandra Nayak

ହାଇକୋର୍ଟ ଜର୍ଜ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

masiha

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

masiha

Leave a Comment

error: Content is protected !!