ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ ।

କଟକ : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ତରଫରୁ ପୂଜ୍ୟପୂଜା ଭବନରେ କାର୍ଗିଲ ବିଜୟ ଦିବସ ଅବସରରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସହିଦ ବୀର ଜୱାନ ମାନଙ୍କୁ ଶତ କୋଟି ପ୍ରଣାମ ଜଣାଉଛି। 

ବନ୍ଦେ ମାତରଂ ସ୍ଲୋଗାନ ସହ ସରୋଜ ନଳିନୀ ପରିଜା – ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି – ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

masiha

କଳାକାର ମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

Leave a Comment

error: Content is protected !!