ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

ଖଡ଼ିଆଳ ଥାନା କେନ୍ଦୁପାଟି ଗ୍ରାମ ପଞ୍ଚାୟତ ଖଲିଆମୁଣ୍ଡା ଗାଁ ନିକଟରେ ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ।

 ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କେନ୍ଦୁପାଟି ଗ୍ରାମ ପଞ୍ଚାୟତ ଖଲିଆମୁଣ୍ଡା ଗାଁ ନିକଟରେ ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ କୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଛି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଦବ୍ୟାସ ଠାରେ ନଦୀ ବନ୍ଧ,ପଥର ବନ୍ଧ ର ସର୍ଭେ କାର୍ଯ୍ୟର ଶୁଭାରମ୍ଭ 

ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ମନିଟରିଂ ଟିମ୍ ଗଠିତ

ସମସ୍ତ ଙ୍କୁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

masiha

Leave a Comment

error: Content is protected !!