ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

 

               ପଖାଳ 

ଶୁଭସକାଳ 

ଉଠି ସଅଳ 

ନକରି ଆଳ 

ହୋଇ ଆକୁଳ

ଖାଅ ପଖାଳ 

ତା’ ଉପାଦାନ 

କରିଣ ମେଳ ।

ଖାଅ ପଖାଳ 

ହୁଅ ସବଳ 

ମନ ଚଞ୍ଚଳ 

ଦିଶ ଉଜ୍ଜଳ 

ବୁଦ୍ଧି ପାକଳ 

ବଢୁ ପ୍ରବଳ

ତୁଟୁ କନ୍ଦଳ। 

ଓଡିଆ କୁଳ

ଜାତୀୟ ଖାଦ୍ୟ 

ପଖାଳେ ଭୋଳ 

ନକରେ ଗୋଳ 

ଖୁସି ପ୍ରବଳ 

ଖାଇ ପଖାଳ। 

ଦେଖ ଗହଳ 

ବିଶ୍ବେ କେବଳ 

ଲାଗେ ଗହଳ 

ସବୁଠି ଶୁଭେ 

ହସର ରୋଳ 

ଖାଇ ପଖାଳ 

ଲୋକେ ରସାଳ 

ତୋରା ଦିଶଇ 

ମନ ମୁକୁଳ 

ମାଆ ହସଇ 

ପିଲାମାନଙ୍କ 

ପାଞ୍ଚି ମଙ୍ଗଳ। 

ଖାଅ ପଖାଳ 

     ହୁଅ ସବଳ —– 

 

ଜୟଦେବ ସିଠ। ରାଣୀଗୁଡା ଫାର୍ମ ରାୟଗଡ।

Related posts

କୋକସରା ବ୍ଲକ ୧୦ ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୪୧୮ ଛାତ୍ରଛାତ୍ରୀ

Sunil Chandra Nayak

ଶହୀଦ ମିନାରର ମାଟି ଓ ଟୁରୀ ନଦୀର ପବିତ୍ର ଜଳ ପଠା ଗଲା ରାଜଧାନୀ

Sunil Chandra Nayak

ବାଲେଶ୍ବର – ଶିକ୍ଷା ପାଇଁ ଗରିବୀ କେବେ ପ୍ରତିବନ୍ଧକ ନୁହେଁ, କହିଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!