ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

 

               ପଖାଳ 

ଶୁଭସକାଳ 

ଉଠି ସଅଳ 

ନକରି ଆଳ 

ହୋଇ ଆକୁଳ

ଖାଅ ପଖାଳ 

ତା’ ଉପାଦାନ 

କରିଣ ମେଳ ।

ଖାଅ ପଖାଳ 

ହୁଅ ସବଳ 

ମନ ଚଞ୍ଚଳ 

ଦିଶ ଉଜ୍ଜଳ 

ବୁଦ୍ଧି ପାକଳ 

ବଢୁ ପ୍ରବଳ

ତୁଟୁ କନ୍ଦଳ। 

ଓଡିଆ କୁଳ

ଜାତୀୟ ଖାଦ୍ୟ 

ପଖାଳେ ଭୋଳ 

ନକରେ ଗୋଳ 

ଖୁସି ପ୍ରବଳ 

ଖାଇ ପଖାଳ। 

ଦେଖ ଗହଳ 

ବିଶ୍ବେ କେବଳ 

ଲାଗେ ଗହଳ 

ସବୁଠି ଶୁଭେ 

ହସର ରୋଳ 

ଖାଇ ପଖାଳ 

ଲୋକେ ରସାଳ 

ତୋରା ଦିଶଇ 

ମନ ମୁକୁଳ 

ମାଆ ହସଇ 

ପିଲାମାନଙ୍କ 

ପାଞ୍ଚି ମଙ୍ଗଳ। 

ଖାଅ ପଖାଳ 

     ହୁଅ ସବଳ —– 

 

ଜୟଦେବ ସିଠ। ରାଣୀଗୁଡା ଫାର୍ମ ରାୟଗଡ।

Related posts

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

ନିଜ ସରକାରୀ କ୍ୱାଟର ରେ ଆତ୍ମ ହତ୍ୟା କଲେ କନେଷ୍ଟବଳ !

Sunil Chandra Nayak

ଭବନୀପାଟଣ ଓ ଥୁଆମୂଳ ରାମପୁର ବ୍ଳକର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ

Sunil Chandra Nayak

Leave a Comment

error: Content is protected !!