ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷ।ରେ ଭାଙ୍ଗିଲା ପେଟ ଭୁଲିଆ ସାଇଡ ଗାଡ଼ୟାଲ ବ୍ରିଜ

ଚିଲିଗୁଡା। ( ମ ନି ସ)  ଗତ ଦୁଇଦିନ ଧରି ଲାଗି ରହିଥିବା ପ୍ରବଳ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମର ପେଟ ଭୁଲିଆ ସାଇଡ ଗାଡ଼ ୟାଲ ବ୍ରିଜ ପ୍ରବଳ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି ।ପ୍ରକାଶ ଥାଉକି ଏହି ପେଟ ଭୁଲିଆ ବ୍ରିଜ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରଛି ।ଏଣୁ ଏହାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ଏଥି ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋଜେ ଅଭିଯୋଗ କରିଛନ୍ତି ।ଏହାର ମରାମତି କରା ନ ଗଲେ ପୁଣି ବର୍ଷା ଲାଗି ରହିଲେ ସାଇଡ ଗାଡ଼ ୟାଲ ଟି ଭୁଶୁଡ଼ି ପଡିବ ।ଯାହା ଫଳରେ ଜୁନାଗଡ଼ – କଲମପୁର ରାସ୍ତା ବିଛିନ୍ନ ହେବାର ଆଶଙ୍କା ରହିଛି ।ଏଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଜନସାଧାରଣ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

masiha

ମୂଷାମରା ଔଷଧ ଖାଇ ମହିଳା ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!