ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଲିକମ କମ୍ପାନୀର ଏରିଆ ମ୍ୟାନେଜର ସଡ଼କ ଦୁର୍ଘଟଣା

କାମାକ୍ଷାନଗର (ମନିସ )10/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଗୋଡ଼ା ଛକରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଭୁବନେଶ୍ୱର ଶିଶୁପାଳଗଡ଼ର ଭୁବନ ବ୍ଲକ ଜିଓ ଟେଲିକମ କମ୍ପାନୀରେ ଏରିଆ ମ୍ୟାନେଜର ଭାବରେ କାମ କରୁଥିବା ଶୁଭମ୍ ପଣ୍ଡା ବୟସ ୨୮ ବର୍ଷ ।ଘଟଣା ରୁ ଜଣା ପଡ଼ିଛି ସିଭମ୍ ଆଜି ସନ୍ଧ୍ୟାରେ କାମସାରି ନିଜ ବାଇକ୍ ରେ ଭୁବନ ଫେରିବା ସମୟରେ ଗୋଡ଼ା ଛକ ରାଜପଥ ୫୩ ଉପରେ ସୋଇଥିବା ଗୋରୁଙ୍କୁ ଧକ୍କା ଦେଇଥିଲେ ।ଘଟଣା ସ୍ଥଳରେ ଶୁଭମ ଚେତସୁନ୍ୟ ହୋଇ ଗାଡିରୁ ପଡ଼ିଯାଇଥିଲେ। ତେବେ ଶେଷ ଖବର ସୁଦ୍ଧା ଶୁଭମ୍ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ରୁ ଜଣା ପଡ଼ିଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ ଙ୍କ ରିପୋର୍ଟ୍ 

Related posts

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

masiha

ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ

ଗୁଟଖା କିଣାବିକାକୁ ନାହିଁ ଲଗାମ,ତମାଖୁ ବନ୍ଦ ଆଇନ କେବଳ ଲୋକ ଦେଖାଣିଆ,ସ୍କୁଲ,ଛକ,ବଜାର ଓ ଡାକ୍ତରଖାନା ନିକଟରେ ଖୋଲାଖୋଲି ଉଡୁଛି ଆଇନର ଧଜ୍ୟା

Leave a Comment

error: Content is protected !!