ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଲିକମ କମ୍ପାନୀର ଏରିଆ ମ୍ୟାନେଜର ସଡ଼କ ଦୁର୍ଘଟଣା

କାମାକ୍ଷାନଗର (ମନିସ )10/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଗୋଡ଼ା ଛକରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଭୁବନେଶ୍ୱର ଶିଶୁପାଳଗଡ଼ର ଭୁବନ ବ୍ଲକ ଜିଓ ଟେଲିକମ କମ୍ପାନୀରେ ଏରିଆ ମ୍ୟାନେଜର ଭାବରେ କାମ କରୁଥିବା ଶୁଭମ୍ ପଣ୍ଡା ବୟସ ୨୮ ବର୍ଷ ।ଘଟଣା ରୁ ଜଣା ପଡ଼ିଛି ସିଭମ୍ ଆଜି ସନ୍ଧ୍ୟାରେ କାମସାରି ନିଜ ବାଇକ୍ ରେ ଭୁବନ ଫେରିବା ସମୟରେ ଗୋଡ଼ା ଛକ ରାଜପଥ ୫୩ ଉପରେ ସୋଇଥିବା ଗୋରୁଙ୍କୁ ଧକ୍କା ଦେଇଥିଲେ ।ଘଟଣା ସ୍ଥଳରେ ଶୁଭମ ଚେତସୁନ୍ୟ ହୋଇ ଗାଡିରୁ ପଡ଼ିଯାଇଥିଲେ। ତେବେ ଶେଷ ଖବର ସୁଦ୍ଧା ଶୁଭମ୍ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ରୁ ଜଣା ପଡ଼ିଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

ଭେଜିପଦର ଉ. ପ୍ରା. ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

୧- ବିଶିଷ୍ଟ ପରିବେଶବିତ୍ ଓ ଶିକ୍ଷାବିତ୍ ହରିହର ସାହୁ ଙ୍କୁ ଡଃ ଏ. ପି. ଜେ . ଅବଦୁଲ କଲାମ ଜାତୀୟ ଉତ୍କର୍ଷ ସମ୍ମାନ ୨୦୨୬ , ୨- ପୁଲିସ୍ ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୂଜା ସଂପର୍କିତ ପ୍ରସ୍ତୁତି ବୈଠକ , ୩- ରାଇତଳା ପଞ୍ଚାୟତରେ କଥିତ ଅନିୟମିତତାର ଅଭିଯୋଗ,  ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି , ୪- ବାଳିକୁମା ପଞ୍ଚାୟତରେ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ବିରୋଧରେ ସଚେତନତା କାର୍ଯ୍ୟକ୍ରମ , ୫-କାମାକ୍ଷାନଗର ମହାବିଦ୍ୟାଳୟ ନିର୍ବାଚନ , କିରଣ ସଭାପତି ଧନଞ୍ଜୟ ସଂପାଦକ  , ୬- ଅଢେଇ ଏକରରେ ୫୦୦ କାଜୁ ଗଛ ଲଗାଇ ଉଦାହରଣ ସାଜିଲେ କ୍ଷୁଦ୍ର ଚାଷୀ ନୀଳମଣି , ୭-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!