ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଶିକ୍ଷକ ଶିବରାଜ ସାହୁଙ୍କର ସୋମବାର ପରଲୋକ ହୋଇ ଯାଇଛି l ତାଙ୍କୁ ମୃତ୍ୟୁ ବେଳକୁ ୫୨ବର୍ଷ ବୟସ ହେଉଥିଲା l ତାଙ୍କ ବିୟୋଗରେ ଖଲିଆପାଲି ଗ୍ରାମ ସମେତ ପଡ଼ୋଶୀ ଗ୍ରାମ ଗୁଡ଼ିକରେ ଶୋକର ଛାୟା ଖେଳି ଯାଇଛି l ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ l ତାଙ୍କରି ଦୁଇ ପୁତ୍ର ଆଲୋକ ସାହୁ ଓ ଦୀପକ ସାହୁ ମୁଖାଗ୍ନୀ ଦେଇଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉତ୍ସବରେ କରାଯିବ ସମ୍ବର୍ଦ୍ଧିତ

Sunil Chandra Nayak

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ

Sunil Chandra Nayak

ଭବାନୀପାଟଣା ରାତିଅଧିଆ ଭିଜିଲାନ୍ସ ରେଡ

Sunil Chandra Nayak

Leave a Comment

error: Content is protected !!