ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଶିକ୍ଷକ ଶିବରାଜ ସାହୁଙ୍କର ସୋମବାର ପରଲୋକ ହୋଇ ଯାଇଛି l ତାଙ୍କୁ ମୃତ୍ୟୁ ବେଳକୁ ୫୨ବର୍ଷ ବୟସ ହେଉଥିଲା l ତାଙ୍କ ବିୟୋଗରେ ଖଲିଆପାଲି ଗ୍ରାମ ସମେତ ପଡ଼ୋଶୀ ଗ୍ରାମ ଗୁଡ଼ିକରେ ଶୋକର ଛାୟା ଖେଳି ଯାଇଛି l ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ l ତାଙ୍କରି ଦୁଇ ପୁତ୍ର ଆଲୋକ ସାହୁ ଓ ଦୀପକ ସାହୁ ମୁଖାଗ୍ନୀ ଦେଇଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

କବିତା – ବସନ୍ତ ର ମଧୁଛୁଆଁ

Sunil Chandra Nayak

କନ୍ଧମାଳ ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟୀତ୍ୱ ଗ୍ରହଣ

Sunil Chandra Nayak

ମିନତି ଦାଶ ଙ୍କ କବିତା ବଂଶୀ

Sunil Chandra Nayak

Leave a Comment

error: Content is protected !!