ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ହେତୁବାଦ ଓ ଧାର୍ମିକ ଭାବନା

  ହେତୁବାଦ ଓ ଧାର୍ମିକ ଭାବନା

  ହେତୁ ଅବା ବିବେକ ଓ ଯୁକ୍ତିଯୁକ୍ତ ମତ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତିକୁ ହେତୁବାଦୀ କୁହାଯାଏ | ସତ୍ୟକୁ ଜାଣିବାରେ ଜଦି ଯଦି ମଣିଷ ମନରେ ଆସେ, ସେ ସମସ୍ତ ଆଭ୍ୟନ୍ତରିଣ ଓ ବାହ୍ୟ ଜଗତକୁ ନିଜ ବିବେକ ଓ ବୁଦ୍ଧି ଅନୁସାରେ  ମାପେ ଓ ତାପରେ ଗ୍ରହଣ କରିବା ନୀତିକୁ ମୋ ମତରେ ହେତୁବାଦ କୁହାଯାଏ |

   ଅନ୍ଧତ୍ୱର ବଶବର୍ତ୍ତୀ ହେଲେ ସେ ଭଲ ଓ ମନ୍ଦକୁ ପ୍ରଭେଦ ନକରି ପାରି, ନୂତନ ପ୍ରଯୁକ୍ତି ସୃଷ୍ଟି କରିବାର କ୍ଷମତା ଲୋପ ହୋଇ, ଜିଜ୍ଞାସୁ ଓ ଅନୁସିଦ୍ଧତ୍ସ୍ନୁ ମନୋବୃତ୍ତି ସବୁକୁ ହରାଇ, ସବୁ କଥାକୁ ଚିନ୍ତା ଚେତନାର ଉର୍ଦ୍ଧ୍ୱରେ ରଖି ଅନ୍ଧବିଶ୍ୱାସରେ ଆବଦ୍ଧ ହୁଏ |

 ହେତୁବାଦୀ ହୁଅନ୍ତୁ କିମ୍ବା ଧର୍ମୀୟ ଓ ଈଶ୍ୱରୀୟ ବ୍ୟକ୍ତି ହୁଅନ୍ତୁ ଉଭୟ ବିଜ୍ଞାନର ଅଧିକାରୀ ଓ ଉଭୟ ନିଶ୍ଚିତ ଉଚ୍ଚତର ଚେତନା। ଉଭୟଙ୍କର ଲକ୍ଷ୍ୟ ସମାଜରୁ ସମସ୍ତ ପ୍ରକାରର ଅନ୍ଧବିଶ୍ୱାସକୁ ଦୂର କରି, ସମାଜରେ ଏକ ସ୍ୱାଧିନ ଓ ଉନ୍ମୁକ୍ତ ଚେତନାର ପରିବେଶ ସୃଷ୍ଟି କରିବା, ସମାଜକୁ ଜିଜ୍ଞାସୁ ଓ ଅନୁସିଦ୍ଧତ୍ସ୍ନୁ କରେଇ ଦେଶରେ ନୂତନ ବିଜ୍ଞାନ ଓ ପ୍ରଯୁକ୍ତି ସୃଷ୍ଟି କରିବା ଓ ସେହି ବିଶେଷ ଜ୍ଞାନ ଦ୍ୱାରା ଦେଶକୁ ତଥା ବିଶ୍ୱକୁ ବିକାଶ ପଥରେ ଆଗେଇନେବା।

   ଗୋଟିଏ ଦେଶର ବିକାଶ ଯାତ୍ରା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ସେ ଦେଶରେ ନୂତନ ବିଜ୍ଞାନ/ ପ୍ରଯୁକ୍ତିର ସୃଷ୍ଟି ହୁଏ। 

ଗୋଟିଏ ଦେଶରେ ନୂତନ ବିଜ୍ଞାନ/ ପ୍ରଯୁକ୍ତି ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ସେ ଦେଶର ଛାତ୍ର ଛାତ୍ରୀମାନେ ଜିଜ୍ଞାସୁ ଓ ଅନୁସିଦ୍ଧତ୍ସ୍ନୁ ହେଇଥାନ୍ତି। ନଚେତ ଉନ୍ନତ ଦେଶର ପୁରୁଣା କଥାକୁ କପି କରି ବା ମୁଖୋସ୍ଥ କରି ଜଣେ ଜଣେ ତଥା କଥିତ ବିଶେଷ ବ୍ୟକ୍ତି ହୋଇ ପାରନ୍ତି ସିନା କିନ୍ତୁ ଦେଶ ଓ ବିଶ୍ୱକୁ ଉଚ୍ଚତର ସ୍ତରରେ ପହଁଚାଇ ପାରନ୍ତି ନାହିଁ।

  ଛାତ୍ର ଛାତ୍ରୀମାନଙ୍କୁ ଅନ୍ଧବିଶ୍ୱାସରେ ଆବଦ୍ଧ କରି ରଖିଲେ, ସତ୍ୟ କଣ ଜାଣିବାରେ ଜଦି ସେମାନଙ୍କୁ ଛୋଟ ସମୟରୁ ଛଡାଇ ନେଲେ, ସେ ପିଲା ପ୍ରକୃତିରୁ ନୂତନ ବିଜ୍ଞାନ, ନୂତନ ପ୍ରଯୁକ୍ତିକୁ ଆବିଷ୍କାର ବା ଉଦ୍ଭାବନ କରିବାକୁ ସକ୍ଷମ ହୋଇ ପାରିବନି ଅବା ସାହସ କରିବନି |

 ଧର୍ମ ଉପରେ ଯାହାର ପ୍ରକୃତ ବିଶ୍ୱାସ ଅଛି ସେ ସତ୍ୟ କଣ ଜାଣିବାର ଜଦିକୁ କେବେ କୁଠାରଘାତ କରେନି | କିନ୍ତୁ କିଛି ଧର୍ମାନ୍ଧ ନିଜର ନିହିତ ସ୍ୱାର୍ଥ ହାସଲ ପାଇଁ, ମଣିଷ ମନରେ ଯୁକ୍ତିକୁ କିପରି ଅନାଗ୍ରହ ହେବ ଓ ନିଜର ଧର୍ମୀୟ ସଂଗଠନର ପ୍ରସାର ନିମନ୍ତେ ପ୍ରଚାର କରନ୍ତି ଯେ ସଂସାରରେ ଯାହା କିଛି ହେଉଛି ତାହା ଅଦୃଶ୍ୟ/କାଳ୍ପନିକ ଶକ୍ତି ଦ୍ୱାରା ସମ୍ପାଦିତ ହେଉଛି, ମଣିଷର ଏଥିରେ କୌଣସି ଭୂମିକା ନାହିଁ ଓ ଉଚିତ ଯୁକ୍ତିତର୍କକୁ ଅସ୍ୱୀକାର କରିବାର ଅବସ୍ଥା ସୃଷ୍ଟି କରିଥାନ୍ତି | ତାର କାରଣ, ସେମାନଙ୍କ ଭୟ ଯେ ସମାଜ ଜଦି ସତ୍ୟ ଜାଣିବାରେ ସଫଳ ହୁଏ ତାହେଲେ ସମାଜ ଉପରେ ଥିବା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରତିପତ୍ତି ସେମାନେ ହରେଇ ବସିବେ।

  ସ୍ଵପ୍ରଚାର ବା ନିଜର କିଛି ଅଭିସନ୍ଧି ରଖି, ସବୁଦିନେ ସବୁ ସମୟରେ ମଣିଷ ସମାଜ ଭିତରେ ବିଭେଦତା ସୃଷ୍ଟି ଲାଗି କିଛି ବିକୃତମନା ଲୋକ ନିଜକୁ ହେତୁବାଦୀ ଅବା ଧରମର ପ୍ରଚାରକ କହି ଟିଭି ଏବଂ ବିଭିନ୍ନ ଗଣମାଧ୍ୟମରେ ନିଜକୁ ସମାଜର ଜ୍ଞାନୀ ବ୍ୟକ୍ତି ବୋଲି ପ୍ରତିପାଦିତ କଲେ, ସେଥିରେ ସମାଜର ଉନ୍ନତି ହୁଏନି | 

         କାରଣ, ହେତୁବାଦ ହେଉ ଧାର୍ମିକ ଭାବନା ସର୍ବଦା ଏକ ଉଚ୍ଚତର ଭାବନା | ସେମାନଂକ ଭିତରେ ଶତ୍ରୁତା ନଥାଏ | ଧର୍ମାନ୍ଧତା ଧର୍ମ ନୂହେଁ | ସାମ୍ପ୍ରଦାୟିକ ହିଂସାକାଣ୍ଡ, ଭଣ୍ଡ ପ୍ରବଚନ, ଠକାମୀ, ଅନ୍ଧବିଶ୍ୱାସ, କୁସଂସ୍କାର ସହିତ ଧାର୍ମିକର ସମ୍ପର୍କ ନଥାଏ | ହଁ, ଧର୍ମ ନାମରେ ରାଜନୀତି କରୁଥିବା ବ୍ୟକ୍ତି ସାମ୍ପ୍ରଦାୟିକ ହିଂସାକାଣ୍ଡ, ଭଣ୍ଡ ପ୍ରବଚନ, ଠକାମୀ, ଅନ୍ଧବିଶ୍ୱାସ, କୁସଂସ୍କାର କରିଥାନ୍ତି |

  ହେତୁବାଦୀ ଅବା ଧାର୍ମିକ ମାନେ ଉଚ୍ଚତର ସତ୍ତାଧାରୀ। ସେମାନେ ଚିନ୍ତା ଚେତନାରେ ମଣିଷକୁ ଉନ୍ମୁକ୍ତ କରି ରଖିବା, ମନୁଷ୍ୟ ଏକ ବିବେକୀ ହେବା ଉପରେ ବିଶ୍ୱାସ କରନ୍ତି | 

ମନୁଷ୍ୟ ଜନ୍ମ ପାଇଛେ | ଆମେମାନେ ବିବେକୀ ହେବା ଏବଂ ଉନ୍ମୁକ୍ତ ହେବା | ଉଦ୍ଭ୍ରାନ୍ତ ହେବାନି | ଅନ୍ୟର ଭାବନା ଉପରେ କୁଠାର ଘାତ କରିବାନି |

                      ଚିତ୍ତ ରଞ୍ଜନ ନନ୍ଦ

                                  ଜଗତପୁର, କଟକ 

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

Sunil Chandra Nayak

କେସିଙ୍ଗା ରେ ନୁତନ ଏସ୍ ଡି ପି ଓ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort