ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକ ଙ୍କ ଦ୍ଵାରା କାଣିଗୁମା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

ଥୁଆମୂଳ ରାମପୁର:୧୨/୧୨ – (ମ.ନି.ସ) – ଆଜି ଯଥା ୧୨/୧୨/୨୦୨୨ ତାରିଖ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାଣିଗୁମା ଗ୍ରାମପଞ୍ଚାୟତର ନୂତନ କାର୍ଯ୍ଯାଳୟକୁ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରିଙ୍କ ଦ୍ବାର ଉଦଘାଟନ କରାଯାଇଥିଲା। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ଯ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରାଧାନୀ, ଅନ୍ତୋଦୟର ମୁଖ୍ଯ ଶ୍ରୀ ଦିଲ୍ଲୀପ କୁମାର ଦାସ, ସମିତି ସଭ୍ଯା ସୁରେନ୍ଦ୍ରି ନାଏକ, ଗ୍ରାମ ବିକାଶ ସଚନ୍ ଗୁରୁ ପ୍ରମୁଖ ଯୋଗଦେଇଥିଲେ। କାଣିଗୁମା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଧ୍ରୃବଚରଣ ମାଝୀ, ଶ୍ରୀ ଉପେନ୍ଦ୍ର ନାଏକ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜଶ୍ରୀ ମହାପାତ୍ର ଙ୍କ କବିତା ଦୀପାଳି

Sunil Chandra Nayak

ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା,ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

Sunil Chandra Nayak

ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!