ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମ।ଷ୍ଟମୀ ପାଳିତ

ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ପ୍ରକୋଷ୍ଠରେ ଶିଶୁ ମାନଙ୍କ ଦ୍ଵାରା ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି ।ଏହି ଅବସରରେ ଶିଶୁ ମାନେ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ ।ଏହି ଶିଶୁ ମାନଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତକାର୍ଯ୍ୟ ହୋଇ ଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧର୍ମେନ୍ଦ୍ର ନ।ଏକ କଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଆରମ୍ଭ କରାଯାଇ ଥିଲା ।ଏଥିରେ ମୁଖ୍ୟ ଅତିଥିଭାବେ ସମାଜ ସେବୀ ଅନୀଲ ପ୍ରଧାନ,ଅକ୍ଷୟ ପଟେଲ ଯୋଗଦାନ କରି ଶିଶୁ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ଆଚାର୍ଯ୍ୟ ଲିପନ ଯୋଶୀ ,ସୌମ୍ୟ ରଞ୍ଜନ ବାରିକ ,ବୈଷ୍ଣବ ନ।ଏକ ,ବସନ୍ତ ଲହଜଳ ,ଯଜ୍ଞସେନି ନ।ଏକ ,ଜୋସ୍ନା ରାଣୀ ଦୁର୍ଗା ,ଅନିତା ମଞ୍ଜରୀ ନେଗି ଏବଂ ଲିପିକା କୁମାର ପ୍ରମୁଖ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସଫଳ। ଦାସ ଙ୍କ କବିତା ସମ୍ପର୍କ

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!