ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ଔଷଧ ସେବନ ଓ ସଚେତନତା ଶିବିର ଉଦଘାଟନ

କାମାକ୍ଷାନଗର (ମନିସ )12/8/23 //ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ସାମୁହିକ ବାତଜ୍ବର ଓ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ମିଶନ ଢେଙ୍କାନାଳ ଏବଂ ସ୍ବଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ମିଳିତ ସହଯୋଗ ରେ ଅନୁଷ୍ଠାନ ତରଫରୁ ୧୨ ଜଣ ସୋସିଆଲ ମୋବିଲାଇଜର ପରଜଙ୍ଗ ବ୍ଲକ ର ୨୯ଟି ପଞ୍ଚାୟତ ରେ ସଚେତନ କାର୍ଯ୍ୟ କରୁଛନ୍ତି। ୧୦/୦୮/୨୦୨୩ ରେ ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁ ଉଦଘାଟନ କରିଥିଲେ। ସମସ୍ତେ କିପରି ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ କରିବେ। ପରେ ପିତିରି ଉଚ୍ଚ ବିଦ୍ୟାଳୟ ରେ ସଚେତନ କାର୍ଯ୍ୟକ୍ରମ କରିବା ସହ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଔଷଧ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶା,ହେଲଥ ୱାର୍କର ଫିମେଲ ସହ ଅନୁଷ୍ଠାନ ଦ୍ଵାରା ଆୟୋଜିତ ୧୨ଜଣ ସୋସିଆଲ ମୋବିଲାଇଜର ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ‌। ଉକ୍ତ କାର୍ଯ୍ୟକ୍ରମଟିକୁ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ର ସମ୍ପାଦକ ଶେଷଦେବ ରାଉତ ଉଦଘାଟନ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ। ଜନଅଭିଯୋଗର ତ୍ୱରିତ ଫଇସଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ; ବୋଡେନର ମନବୋଧ ମାଝୀ ପାଇଲେ ‘ରାଜସ୍ୱ ମିତ୍ର’ ପୁରସ୍କାର

ଧର୍ମ ପ୍ରାଣା ମହିଳା ଚୁନିବାଳା ନନ୍ଦଙ୍କ ପରଲୋକ

ବିଭାଜନସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!