ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

ରାୟଗଡ:-ତା.14/08-ନୂତନ ଅତିରିକ୍ତ ଜିଲ୍ଲାପାଳ ରାୟଗଡ, ରାମେଶ୍ୱର ପ୍ରଧାନ ଗତ 12.08.23ରିଖ ଶନିବାର ଦିନ କୋଳନାରା ତହସିଲ ପରିଦର୍ଶନ ଯାଇଥିଲେ l କୋଲନରାରେ ନୂତନ ଭାବରେ ଅଦାଲତ କୋଠା ନିର୍ମାଣ ପାଇଁ ତହସିଲରେ କାର୍ଯ୍ୟାଳୟ ତରଫରୁ ଆବଣ୍ଠିତ ଜମି ବୁଲିଦେଖିଥିଲେ l ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ କାର୍ଯ୍ୟକାରୀ ହେବ ସେଉପରେ ତହସିଲଦାର କୋଲନରl ଓ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ପରିଦର୍ଶନ ସମୟରେ କୋଲନରା ତହସିଲଦାର ଏମ. ନୀଳକଣ୍ଠ ନାଇଡ଼ୁ, ଅତିରିକ୍ତ ତହସିଲଦାର ବିଗ୍ନରାଜ କହଁର, ସହକାରୀ ଅଗ୍ନୀଶମ୍ମ ଅଧିକାରୀ, ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

masiha

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!