ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଆଦର୍ଶ ଥାନା ଉଦ୍ଘାଟିତ

ବନ୍ଧୁଗାଁ.୧୬।୦୮।୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଠାରେ ନୂତନ ଆଦର୍ଶ ଥାନା ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡି.ଆଇ.ଜି. ଶ୍ରୀ ଚରଣ ସିଙ୍ଘ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ ଫିତା କାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାର କର,ଲକ୍ଷ୍ମୀପୁର ଏସ.ଡି.ପିଓ. ଇନ୍ ଇଞ୍ଚାର୍ଜ୍ ଶ୍ରାବଣୀ ନାୟକ,ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର,ନାରାୟଣପାଟଣା ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ଶୁଗ୍ୟାନି ସାହୁଙ୍କ ସମେତ ବହୁ ପୋଲିସ କର୍ମି ଓ ସାଧାରଣ ଜନତା ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ସଭାପତି ଡ଼ି. ଏଙ୍କାଟି,ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା,ନିଲାବାଡ଼ି ସରପଞ୍ଚ ଜାଗାନା ମେଲେକା, କାବେରୀ ବାଡ଼ି ସମିତି ସଭ୍ୟ ଭି.କିଶୋର କୁମାର, ଭାରତ ରାଜୁ, ବାଡ଼ି ମହେଷୁ, କଣ୍ଡାନା ଗୁରୁମୂର୍ତ୍ତି, ଆଲମଣ୍ଡା ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଗୌରୀ ମେଲେକା,ପବିତ୍ର ବାଙ୍ଗାରୀ, ମିନା ବେବରା, ବେଣୁଧର ଲାବଲା,ଓ ବନ୍ଧୁଗାଁର ପୁରୁଷ ଓ ମହିଳାଙ୍କ ସହ ଏକ ଶହରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଅଭିପ୍ସସା ପ୍ରିୟଦର୍ଶିନୀ

masiha

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

Sunil Chandra Nayak

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

Leave a Comment

error: Content is protected !!