ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମାଉସି ମା ମନ୍ଦିର 

ବନ୍ଧୁଗାଁ ତା,୨୨/୪/୨୩, ବର୍ଷକୁ ଥରେ ବ୍ୟବହାର ହୁଏ ବାକି ଦିନ ଗାଇ ଗୋରୁଙ୍କର ଆସ୍ଥାନ ଜମେ ଏଇ ଭଳି ଏକ ସ୍ଥାନ ହେଲା ବନ୍ଧୁଗାଁ ମାଉସିମା ମନ୍ଦିର । ବର୍ତ୍ତମାନ ମନ୍ଦିରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଚି । ପ୍ରତ୍ୟେକ ବର୍ଷ ରଥ ଯାତରା ଆସିଲେ ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣିଙ୍କୁ ସାଥିରେ ଧରି ସେଠାରେ ଆଠ ଦିନ କଟାନ୍ତି । ଏବେ ଉକ୍ତ ମାଉସିମା ମନ୍ଦିର ଅବସ୍ଥା ନକହିବା ଭଲ । ଏଥିପ୍ରତି ପୂଜା କମିଟିର କୌଣସି ଦାଇତ୍ଵ ନାହିଁ ।ଛାତରୁ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ଝଡିବାକୁ ବସିଲାଣି । କେତେ ବେଳେ କଣଜେ ହେବ ତାହା କହିବା ମୁସ୍କିଲ୍ । ଆଉ ତିନି ମାସ ପରେ ରଥ ଯାତ୍ରା ଅନୁଷ୍ଠିତ ହେବ ତେଣୁ ଏଥି ପୁର୍ବରୁ ପ୍ରସାସନ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!