ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

ଭବାନୀପାଟଣା:୧୮/୦୮ – (ମନିସ):- ଆଜି ଯଥା ତା ୧୮/୦୮/୨୦୨୩ ରିଖ ଶୁକ୍ରବାର ଦିନ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସର ଯୁବ ନେତା ସାଗର ଚରଣ ଦାସ ଙ୍କ ସହଯୋଗ ରେ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ସଦର ବ୍ଳକ ଭବାନୀପାଟଣା କଂଗ୍ରେସ ଦଳର କର୍ମ କର୍ତ୍ତା, ବରିଷ୍ଟ ନେତ୍ରୁ ମଣ୍ଡଳୀ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସମସ୍ତ କଂଗ୍ରେସ ଦଳର ସେଲ୍ ଓ ସମସ୍ତ ସଦର ବ୍ଲକର କଂଗ୍ରେସ କର୍ମୀ ଙ୍କ ଉପସ୍ଥିତି ରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଶେଷରେ ମହାମହୀମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ୯ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା।

 

Related posts

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

Sunil Chandra Nayak

ମୁସଲମାନ ଅତିବାଦୀଙ୍କ ଦ୍ବାରା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ସାଂପ୍ରଦାୟିକ ଉତେଜନାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ମହାକାଳ ପଡ଼ା ବ୍ଲକର ବତିଘର ପଞ୍ଚାୟତରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

masiha

Leave a Comment

error: Content is protected !!