ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳନ

ନୂଆପଡା ଜିଲ୍ଲା କୋମନା ବନ ବିଭାଗ ଦ୍ବାରା ସ୍ଥାନୀୟ ଘୋଟଶର କେନ୍ଦ୍ରୀୟ ନର୍ସରୀଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇ ଯାଇଛି । କୋମନା ରେଞର ଦେବଦତ୍ତ ସୁତାର ସଭାପତିତ୍ବ କରି ଥିବା ବେଳେ ବିଡିଓ ସୁଶାନ୍ତ କୁମାର ରଣା,କୋମନା ଅତିରିକ୍ତ ତହସିଲଦାର ଅତିଥି ଭାବେ ଯୋଗଦାନ କରି ଥିଲେ । ଜଙ୍ଗଳ ସୁରକ୍ଷା ପାଇଁ କୁରେଶ୍ବର ପଞ୍ଚାୟତକୁ ୨୦ ହଜାର ଟଙ୍କା ସହ ମାନପତ୍ର ଓ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡାକୁ ୫ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରା ଯାଇ ଥିଲା । ପୂର୍ବତନ ୱାଇଲ୍ଡ ଲାଇଫ ୱାଡେନ ମାୟାଧର ସରାଫ ଜଙ୍ଗଳକୁ ନିଆଁଠାରୁ କେମିତି ରକ୍ଷା କରା ଯିବ,ଜଙ୍ଗଳ ସହ ଜନ୍ତୁ ସୁରକ୍ଷା ସଂପର୍କରେ ବୁଝାଇ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭାର୍ଯ୍ଯାଳୟ

ଭାରତମାତା ଧ୍ବନିରେ କମ୍ପିଲା ରାଇଘର 

Sunil Chandra Nayak

Leave a Comment

error: Content is protected !!