ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈଷ୍ଣବ ନ।ଏକ ହେଲେ ଚିଲିଗୁଡା ଫାଣ୍ଡି ଅଧିକାରୀ

 ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଥିବା ଫାଣ୍ଡି ରେ ଆଜି ବୈଷ୍ଣବ ନ।ଏକ ଚିଲିଗୁଡା ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥି ପୂର୍ବରୁ ସେ ଜୁନାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ଚିଲିଗୁଡା ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀଙ୍କୁ ଦଶପୁର ଫାଣ୍ଡିକୁ ବଦଳି ପରେ ଶ୍ରୀ ନ।ଏକ ନୂତନ ଭାବରେ ଚିଲିଗୁଡା ଫାଣ୍ଡିରେ ଯୋଗଦାନ କରିଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!