ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମୋତିଆ ବିନ୍ଦୁ ଚିହ୍ନଟ ଶିବିର

 ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ବିଭାଗ ପ୍ରକୋଷ୍ଠରେ ଆଜି ଜୁନାଗଡ଼ ଲେପ୍ରା ଇଣ୍ଡିଆ ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବରେ ଦୟାନିଧି ମହାନ୍ତ ଯୋଗଦାନ କରି ମୋତିଆ ବିନ୍ଦୁ ଚିହ୍ନଟ କରଣ କରିଥିଲେ । ଏଥିରେ ୧୨ ଜଣ ଲୋକ ଚିହ୍ନଟ ହୋଇଥିଲେ ।ଚିହ୍ନଟ ପରେ ତାଙ୍କର ଆଖି ଅସ୍ତ୍ରୋପଚାର କରିବାକୁ ଜୁନାଗଡ଼ କୁ ପ୍ରେରଣ କରାଯାଇଥିଲା ।ଏହା ମାଗଣାରେ କରାଯାଇ ସମସ୍ତ ସରକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସ୍ୱାସ୍ଥ୍ୟ ନିରୀକ୍ଷକ ପ୍ରକାଶ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଉରକେଲା ରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ଓ ୭୫ ତମ ଭାରତୀୟ ସେନା ଦିଵସ ପାଳିତ

Sunil Chandra Nayak

କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା। ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ…

Sunil Chandra Nayak

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

Sunil Chandra Nayak

Leave a Comment

error: Content is protected !!