ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ

ଜୁନାଗଡ଼୧୩/୭(ମ ନି ସ) ଜୁନାଗଡ଼ ନିକଟସ୍ଥ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ଵାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ କଲେଜ ଅଧ୍ୟକ୍ଷ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ସୁମନ୍ତ ଭୋଇ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ ବlଣୁଆ ଏବଂ ଅବସରପ୍ରାପ୍ତ ସୈନିକ ଇନ୍ଦ୍ରଜିତ ବlଣୁଆ ଉପସ୍ଥିତ ରହି ଥିଲେ l ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଓ ଶିକ୍ଷକ ଙ୍କ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା l ସେହିପରି ସିଦ୍ଧାର୍ଥ ଭୋଇ ,ବିଶ୍ୱନାଥ ସାହୁ, ଭରତ ଦଳପତି, ଗାୟତ୍ରୀ ମାଝି, କମଳିନୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଅଭିଭାବକ ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, କୁଇଜ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ତାପସ୍ୱିନୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନିତା ସେଠି ଧନ୍ୟବାଦ ଦେଇଥିଲେ l

ଜୁନାଗଡ ରୁ ନରେନ୍ଦ୍ର କ୍ଷିତୀ ଙ୍କ ରିପୋର୍ଟ

 

Related posts

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭

Sunil Chandra Nayak

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!