ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳନ

ନୂଆପଡା ଜିଲ୍ଲା କୋମନା ବନ ବିଭାଗ ଦ୍ବାରା ସ୍ଥାନୀୟ ଘୋଟଶର କେନ୍ଦ୍ରୀୟ ନର୍ସରୀଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇ ଯାଇଛି । କୋମନା ରେଞର ଦେବଦତ୍ତ ସୁତାର ସଭାପତିତ୍ବ କରି ଥିବା ବେଳେ ବିଡିଓ ସୁଶାନ୍ତ କୁମାର ରଣା,କୋମନା ଅତିରିକ୍ତ ତହସିଲଦାର ଅତିଥି ଭାବେ ଯୋଗଦାନ କରି ଥିଲେ । ଜଙ୍ଗଳ ସୁରକ୍ଷା ପାଇଁ କୁରେଶ୍ବର ପଞ୍ଚାୟତକୁ ୨୦ ହଜାର ଟଙ୍କା ସହ ମାନପତ୍ର ଓ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡାକୁ ୫ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରା ଯାଇ ଥିଲା । ପୂର୍ବତନ ୱାଇଲ୍ଡ ଲାଇଫ ୱାଡେନ ମାୟାଧର ସରାଫ ଜଙ୍ଗଳକୁ ନିଆଁଠାରୁ କେମିତି ରକ୍ଷା କରା ଯିବ,ଜଙ୍ଗଳ ସହ ଜନ୍ତୁ ସୁରକ୍ଷା ସଂପର୍କରେ ବୁଝାଇ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

Sunil Chandra Nayak

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

Leave a Comment

error: Content is protected !!