ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

ଖଡ଼ିଆଳ ସହର ଏବେ ଏନ୍ଏସି ନିର୍ବାଚନ ପାଇ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଏନ୍ଏସି ଅଧ୍ୟକ୍ଷ ପାଇଁ ୭ ଜଣ ପ୍ରାଥି ଏବଂ ୧୩ ୱାର୍ଡ ପାଇଁ ୩୮ କାଉନସିଲ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ମୂଳଚନ୍ଦ ସିଂଘଲ, ବିଜେପିରୁ ବିକାଶ ସିଂଘଲ , କଂଗ୍ରେସରୁ ଉଜ୍ଜଳ ଗୁପ୍ତା ଏବଂ ସ୍ବାଧୀ ନ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ଚଟର୍ଜୀ, ନିର୍ମା ଚରଣ ତାଣ୍ଡି ନିଜ ପ୍ରଚାରରେ ଲାଗିଛନ୍ତି । ସମସ୍ତ ପ୍ରାର୍ଥୀ ଖଡ଼ିଆଳର ବିକାଶ ମୁଖ୍ୟପ୍ରସଙ୍ଗ କରି ଘରକୁ ଘର ଯାଇ ଭୋଟଭିକ୍ଷା କରୁଛନ୍ତି । ଆସନ୍ତା ୨୪ ତାରିଖ ନିର୍ବାଚନ ଅନୁଷ୍ଠିତ ହେବ ।ଆଜି ନିଵାଚନ ପ୍ରଚାର ଶେଷ ଦିନ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ ମଧ୍ୟରେ ଧକ୍କା, ୨ ଯୁବକ ଗୁରୁତର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଜାଳି ଦିଅ ବାରେ, ହୃଦୟ କନ୍ଦରେ

Sunil Chandra Nayak

Leave a Comment

error: Content is protected !!