ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

ଖଡ଼ିଆଳ ସହର ଏବେ ଏନ୍ଏସି ନିର୍ବାଚନ ପାଇ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଏନ୍ଏସି ଅଧ୍ୟକ୍ଷ ପାଇଁ ୭ ଜଣ ପ୍ରାଥି ଏବଂ ୧୩ ୱାର୍ଡ ପାଇଁ ୩୮ କାଉନସିଲ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ମୂଳଚନ୍ଦ ସିଂଘଲ, ବିଜେପିରୁ ବିକାଶ ସିଂଘଲ , କଂଗ୍ରେସରୁ ଉଜ୍ଜଳ ଗୁପ୍ତା ଏବଂ ସ୍ବାଧୀ ନ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ଚଟର୍ଜୀ, ନିର୍ମା ଚରଣ ତାଣ୍ଡି ନିଜ ପ୍ରଚାରରେ ଲାଗିଛନ୍ତି । ସମସ୍ତ ପ୍ରାର୍ଥୀ ଖଡ଼ିଆଳର ବିକାଶ ମୁଖ୍ୟପ୍ରସଙ୍ଗ କରି ଘରକୁ ଘର ଯାଇ ଭୋଟଭିକ୍ଷା କରୁଛନ୍ତି । ଆସନ୍ତା ୨୪ ତାରିଖ ନିର୍ବାଚନ ଅନୁଷ୍ଠିତ ହେବ ।ଆଜି ନିଵାଚନ ପ୍ରଚାର ଶେଷ ଦିନ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଜୀବନ ଧନ

Sunil Chandra Nayak

କଲ୍ୟାଣୀ ନନ୍ଦ ଙ୍କ କବିତା ଗ୍ରୀଷ୍ମ ଗୋଧୂଳି

Leave a Comment

error: Content is protected !!