ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ – ସାଂସଦ ଏନ୍ ଭାସ୍କର ରାଓ କଲେ ଡୋର ଟୁ ଡୋର ପ୍ରଚାର

ରାୟଗଡ଼ା – ତା ୨୨/୦୩ ଆଜି ପୌର ନିର୍ବାଚନ ପ୍ରଚାର ଶେଷ ଦିନରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢେଇ ଓ ଜୋରଦାର ପ୍ରଚାର। ଆଜି ପ୍ରଚାରର ଅନ୍ତିମ ଦିନରେ, ବିଜେଡି ଦଲ ପକ୍ଷରୁ ଦେଖିବାକୁ ମିଳିଥିଲା ବୃହୁତ୍ ରାଲି ଓ ୱାର୍ଡ ସ୍ତରରେ ଡୋର ଟୁ ଡୋର କ୍ୟାମ୍ପେନ ।

ବିଜେଡି ପକ୍ଷରୁ ସାଂସଦ ଶ୍ରୀ ନ. ଭାସ୍କର ରାଓ ଓ ପୌର ପରିଷଦର ଅଧ୍ୟକ୍ଷ ପାର୍ଥୀ ଶ୍ରୀ ପି ମହେଶ ପଟ୍ଟନାୟକ କରିଥିଲ ଡୋର ଟୁ ଡୋର କ୍ୟାମ୍ପେନ। ବିଜୁ ଜନତା ଦଳ ସମର୍ଥିତ ରାୟଗଡ଼ା ପୋୖର ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ସମସ୍ତ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀକୁ ଶତ ପ୍ରତିଶତ ଜିତିବେ ବୋଲି ସାଂସଦ ନ ଭାସ୍କର ରାଓ ଜନ ସାଧାରଣ କୁ କହିଥିଲେ।

ତା ୨୪/୩/୨୦୨୨ ରିଖ ଦିନ ରାୟଗଡ଼ାରେ ଭୋଟ ଗ୍ରହଣ ହେବ ଓ ପୋୖର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ନାୟକ ଅକ୍ଷୟ ରାଜହସ୍ତୀ  ଙ୍କ କବିତା ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

Sunil Chandra Nayak

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!