ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଆର. ଏମ. ସି ସଭାଗୃହ ଠାରେ କଳାହାଣ୍ଡି ଡିଜିଟାଲ ମିଡ଼ିଆ ବୈଠକ

 କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ବ୍ଲକ ଆର. ଏମ. ସି ସଭା ଗୃହ ଠାରେ କଳାହାଣ୍ଡି ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ୍ (ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ସହବନ୍ଧିତ)ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ରୁ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

ସଂଘ ସଭପତି ରାଜେନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ସଂଘର ଭବିଷ୍ୟତ ଓ କାର୍ଯକ୍ରମ ବିଷୟରେ ଆଲୋକ ପାତ କରିଥିଲେ । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପତ୍ବନ୍ତ୍ ସିଂ,ଜିତେନ୍ଦ୍ର ତାଣ୍ଡି, କୁମର ମଣି ଦୁର୍ଗା, ରଘୁମଣୀ ପୁଝାରୀ, ଯଶୋବନ୍ତ ପୁଝାରୀ, ରୋହିତ ବାଗ, ଟିକ୍ ଚନ ବାଗ,ବିମଳ ଚନ୍ଦ୍ର ସତପଥି, ସାହେବ୍ ଛତ୍ରିଆ,କିଶନ ଶର୍ମା, ତ୍ତ୍ରିଲୋକ୍ୟ ନାଥ ପାଣିଗ୍ରାହୀ,କୈଳାଶ ଚନ୍ଦ୍ର ଛତ୍ରିଆ,ପ୍ରଦୀପ ପଣ୍ଡା, ଗୟାରାମ ପୁଝାରୀ, ଲକ୍ଷ୍ମଣ ପୋଡ,ଆଖ୍ୟକୁମାର ଛତ୍ରିଆ,ସମେତ କଳାହାଣ୍ଡି ଜିଲ୍ଲାର ଅନ୍ୟ ସାମ୍ବାଦିକ ମାନେ ମଧ୍ୟ ଯୋଗ ଦେଇ ଥିଲେ।ସଭା ଶେଷରେ ସଭା ପରିଚାଳକ ଶ୍ରୀ ଆଦିତ୍ୟ ମହାନ୍ତି ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। 

 

ଜୁନାଗଡ ରୁ ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ

Related posts

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

masiha

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!