ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ 

ବାଲେଶ୍ଵର,୧୨/୧୨/୨୩ – ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଖଇରା ଓ ସିମୁଳିଆ ବ୍ଲକର ୪୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନୟନ ହିଁ ଜନ ସେବାର ମୂଳ ଲକ୍ଷ୍ୟ ମନେକରି ଉନ୍ନତି ପଥରେ ଆଗେଇ ଚାଲିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ । ଓଡିଶା ସରକାର ପୂର୍ତ୍ତ ବିଭାଗ ତରଫରୁ ସିମୁଳିଆ – ଖଇରା ବ୍ଲକରେ ପାଖା ପାଖି ୪୬ କୋଟି ଟଙ୍କା ଅଟକଳ ବ୍ୟୟରେ ଅନୁମୋଦନ ହୋଇଥିବା ୭ ଗୋଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକ ମଧ୍ୟରେ (୧) ବଣା ରେଲୱେ କ୍ରସିଂ ନିକଟରେ ସେତୁ ନିର୍ମାଣ ୩୮ ଲକ୍ଷ, (୨) ମାର୍କୋଣା – ଗଣ୍ଡିବେଡ PWD ରାସ୍ତାର ପଣ୍ଡୁ ନିକଟରେ ସେତୁ ନିର୍ମାଣ ୩ କୋଟି ୪୯ ଲକ୍ଷ, (୩) ଓଝାପୋଖରୀ ଠାରୁ ମାର୍କୋଣା, ଭାୟା – ଅଡା ରାସ୍ତାର ପ୍ରଶସ୍ତିକରଣ ୨୨ କୋଟି୨୬ ଲକ୍ଷ, (୪) ରାଣୀତାଲ – କୁପାରି ରାସ୍ତାର ବାରାପୁର ନିକଟରେ ସେତୁ ନିର୍ମାଣ ୭ କୋଟି ୨୦ ଲକ୍ଷ, (୫) ବର୍ତ୍ତନା – ଓସ୍ତପାଳ PWD ରାସ୍ତାର ଆମ୍ବହତା କେନାଲ ଉପରେ ସେତୁ ନିର୍ମାଣ ୨ କୋଟି ୧ ଲକ୍ଷ, (୬) କୁପାରି – ଅଗରପଡ଼ା PWD ରାସ୍ତାର ଗାମ୍ଭାରିଆ ନିକଟରେ ସେତୁ ନିର୍ମାଣ ୧ କୋଟି ୮୪ ଲକ୍ଷ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ମାଧ୍ୟମରେ ସିମୁଳିଆ – ଖଇରା ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତର ଜନସାଧାରଣ ମାନେ ଉପକୃତ ହେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିମୁଳିଆ – ଖଇରା ଔର ଜନସାଧାରଣଙ୍କ ସେବାରେ ଏହି ପ୍ରକଳ୍ପ ଉତ୍ସର୍ଗୀକୃତ କରିଥିବାରୁ ବିଧାୟକ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଉକ୍ତ ୪୬ କୋଟି ଟଙ୍କାର ପ୍ରକଳ୍ପ ସିମୁଳିଆ – ଖଇରା ବ୍ଲକର ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି ବିଧାୟକ । ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବାର ଲକ୍ଷ୍ୟ ରହିଛି ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ସାମିଲ ଥିଲେ । ଏଥିରେ ହଜାର ହଜାର ସଂଖ୍ଯାରେ ଦଳୀୟ କର୍ମୀ ଓ ଜନସାଧାରଣ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

Sunil Chandra Nayak

ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁରୁତର

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort