ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

କୋକସରା,୨୮/୮ // ଆଜି ହେଉଛି ବିଶ୍ୱ ସ୍ପୋର୍ଟ୍ସ ଡେ ଏହି ଅବସରରେ ଅଖିଳ ଭାରତୀୟ ମାରବାଡ଼ି ଯୁବାମଞ୍ଚର ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାରବାଡ଼ି ଯୁବାମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ସୁରକ୍ଷା ସଚେତନତା ନେଇ ସାଇକେଲ ରେଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଲଡୁଗାଁ ସହରରୁ ଆରମ୍ଭ ହୋଇ ମହାଜନଗୁଡା ଛକ ପର୍ଯ୍ୟନ୍ତ ପରିକ୍ରମା କରି ସ୍ପୋର୍ଟ୍ସ ଡେ ରେ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରିଛନ୍ତି। କାର୍ଯ୍ୟକ୍ରମରେ ମାରବାଡ଼ି ଯୁବାମଞ୍ଚର ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, କୋଷାଧ୍ୟକ୍ଷ ଡମ୍ବରୁ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, କମଳ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ନାନକ ଅଗ୍ରୱାଲ, ବିବେକ ତାୟଲ, ମଦନ ଅଗ୍ରୱାଲ, ଗଣେଶ ଅଗ୍ରୱାଲ, ପୀୟୂଷ ଅଗ୍ରୱାଲ, ବିକି ଅଗ୍ରୱାଲ ଓ ଯୁବାମଞ୍ଚର ଅନେକ କର୍ମକର୍ତ୍ତା ସାଇକେଲ ରେଲିରେ ଅଂଶଗ୍ରହଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

masiha

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!