ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକ , ଇନ୍ଦ୍ରାବତୀ ଜଳଭଣ୍ଡାରରେ ସରକାରଙ୍କ ମତ୍ସ ବିଭାଗ ପକ୍ଷରୁ ପିଞ୍ଜରା ମଧ୍ୟରେ ମାଛ ଚାଷ ର ଶୁଭ ଉଦ୍ଘାଟନ

ଆଜି ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସରକାରଙ୍କ ମତ୍ସ ବିଭାଗ ପକ୍ଷରୁ ପିଞ୍ଜରା ମଧ୍ୟରେ ମାଛ ଚାଷ ର ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିସାରିଙ୍କ କରକମଲ ରେ ଆରମ୍ଭ କରାଯାଇଛି। ଆରମ୍ଭରେ ତିରିଶି ଜଣ ମତ୍ସ୍ୟ ଚାଷିଁଙ୍କୁ ତାଲିମଦେଇ ଆରମ୍ଭ ହୋଇଛି, ପରବର୍ତ୍ତୀ ସମୟରେ ଏକ ଶହ ଏହିଭଳି ସମିତି ଚିହ୍ନଟ କରାଯାଇ ଏହି ଯୋଜନାକୁ ବୃଦ୍ଧି କରାଯାଇ ତାଙ୍କର ଜୀବନ ଜୀବିକା ପାଇଁ ସହଯୋଗ କରାଯିବ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଣ ସହ ସ୍ଥାନୀୟ ବିଧାୟକ ଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା ଜୋନ ୧, ବ୍ଲକ ଉପାଧ୍ୟକ୍ଷ, ଆତ୍ମା ସଭାପତି ଥିଆମୂଲ୍ ରାମପୁର ମାଣିକ୍ୟ ନାୟକ, ଜୟପାଟଣା ଆତ୍ମା ସଭାପତି ଶୈଳେନ୍ଦ୍ର ରାଜ, ପୂର୍ବତନ ଉପାଧ୍ୟକ୍ଷ ଦ୍ବୟ, ବହୁ ମତ୍ସ୍ୟ ଚାଷୀ ,ମହିଳା ସୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ , ୨- ବିକାଶ ବାହନ ରଥ ଶୁଭାରମ୍ଭ, ୩- ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

masiha

ବାଂଲାଦେଶୀ ଅନୁପ୍ରବେଶକାରୀ ବିରୋଧରେ ନବରଙ୍ଗପୁର ଏସପି ଙ୍କୁ ଅଭିଯୋଗ ଦେଲା ହିନ୍ଦୁ ମହାସଂଘ

masiha

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ 

Leave a Comment

error: Content is protected !!