ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଜଗନ୍ନାଥ ନାଏକଙ୍କ ପିତା ଅଜିତ ନାଏକଙ୍କ ଅକାଳରେ ବିୟୋଗ

ଭବାନୀପାଟଣା, ୨୯/୦୮ (ମ ନି ସ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ସେବକ ନଗର କଲୋନୀ ୱାର୍ଡ ନଂ ୦୭ ଅର୍କାବାହାଲି ପଡ଼ାର ଜଗନ୍ନଥ ନାଏକ ସାମ୍ବାଦିକଙ୍କ ପିତା ଅଜିତ ନାଏକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ (୫୭)ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ୧୦ ଘଣ୍ଟା ୪୫ ମିନିଟ ସମୟରେ ହଠାତ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ମନ୍ଦାର ଦେଇ, ବଡ଼ ପୁଅ ଜଗନ୍ନାଥ ନାଏକ, ବଡ଼ ବୋହୁ ଯଶ୍ମୀନ ନାଏକ, ସାନ ପୁଅ ରିଷଭ ନାଏକ, ଅତୁଳ ବେହେରା, ଅକୁଳ (ସୌରଭ) ବେହେରା, ପ୍ରମୋଦ ବେହେରା, ନମିତା ବେହେରା, ରଶ୍ମିରଞ୍ଜନ ନାଏକ, ମିନା ନାଏକ, ଅଂଶୁ ନାଏକ, କୁଞ୍ଜ ନାଏକ, ବଡ଼ ଝିଅ ଦୀପା, ମଝିଆ ଝିଅ ଦୀପିକା ନାଏକ, ଦିବ୍ୟା ନାଏକ, କୋଷା ନାଏକ, ଶ୍ରୀମତୀ ନାଏକ, ରିତା ନାଏକ, ନିତା ନାଏକ, ରିମା ନାଏକ, ଜୁଲି ନାଏକ, ଦେବେନ ନାଏକ, ଶାଶୁ ମାଁ ଫୁଲତୋଳି ବାଗ, ସାଳୀ ଅମ୍ବିକା ନାଏକ, ଅନିତା ଦୀପ, ବନିତା ବେହେରା, ରାଖି ବାଗ, ରେଖା ବେହେରା, ସଳା ପାଣ୍ଡବ ବାଗ, ପ୍ରମିଳା ବାଗ, ନିରାକାର ବାଗ, ମାୟା ବାଗ, ଯୁଗେଶ୍ୱର ବାଗ, ନର୍ସିଙ୍ଗ ବାଗ, ଦେବକି ବାଗ, ସିୟାନ (ହର) ବାଗ, (ଡ଼ମ୍ୱରୁ) ବାଗ, ଚନ୍ଦନ ବାଗ (ଧୃପତ), ଚୁମନ ବାଗ, ରାହୁଲ ବାଗ, ପିରୀ ବାଗ, ଅମିତ ବାଗ, ରାଜେଶ ସୋନି(ଟେମ୍ପୁ), ସୁଧୀର ବାଗ, ସୁରେନ୍ଦ୍ର ବାଗ, ଫିରନ୍ତି ବାଗ, ସୁରେଶ ବାଗ (ସୁରଜ), ରାଧା ବାଗ (ଗୁଡ୍ଡୀ), ଯମୁନା ବାଗ, ସରୋଜ ବାଗ, ତ୍ରିଲୋଚନ ବାଗ, ସୁରେନ୍ଦ୍ର ମହାନନ୍ଦ, କହେଁଇ ନାଏକ, ମନରଞ୍ଜନ ଭୋଇ, କୈଳାଶ ନାଏକ, ଲଳିତା ଦୀପ, ବଳରାମ ଦୀପ, ବିଷ୍ଣୁ ସିନ୍ଦୁର, ରାଜୁ ବେହେରା, କ୍ରିଷ୍ଣା ବେହେରା, ଯୁଗୁନୁ ବେହେରା, କବିର ବେହେରା (କୋମ), ସେଖର ବେହେରା, ନୀତେଶ ବେହେରା (ପିୟୁହ), ସଚିନ ବେହେରା, ଭାଗ୍ୟଧର ନାଏକ,କମଳ ନାଏକ, ଅରବୀଣ ନାଏକ, ସୁନୀଲ ଦୀପ, ଚକ୍ର ଦୀପ, ମୋହନ ସୋନି, ଗୁଡ୍ଡୀ ସୋନି, ଲଷ୍ମୀ ମହାନନ୍ଦ, ସୁନୀଲ ନାଏକ, ନାନ୍ଦା ନଏକ୍, ନନ୍ଦୁଲାଲ ତାଣ୍ଡି, ଦିଗାମ୍ବର ବେହେରା, ରଞ୍ଜନ ବେହେରା, ମିନାକ୍ଷଚି ବେହେରା, କଲ୍ୟାଣୀ ସିନ୍ଦୁର (ଆର୍ତି), ସୁନୀଲ ସିନ୍ଦୁର, ରାଜୁ ବେହେରା, ଦମୟନ୍ତୀ ଦୀପ, ବିଘ୍ନୁ ଦୀପ, ଚନାବୁଟୁ ଦୀପ, ବେଲ ଦୀପ, ରଥି ନାଏକ, ଯଶ ନାଏକ, ପ୍ରଶାନ୍ତ ବାଗ, ନାରାୟଣ ସୁନା, ହିରା ଦୀପ, ନରେନ୍ଦ୍ର ସିନ୍ଦୁର, ପ୍ରମୁଖ ସମେତ ଆତ୍ମୀୟ ସ୍ୱଜନ ଓ ପଡା ବାସିନ୍ଦା ଉପସ୍ଥିତ ଥିଲେ । ଅର୍କାବାହାଲି ପଡାରେ ଅନ୍ତିମ ସତ୍କାର କରାଯିବ ବୋଲି ତାଙ୍କର ପୁଅ କହିଛନ୍ତି। ପଡ଼ାର ଶ୍ମଶାନରେ ଅନ୍ତିମ୍ ସତ୍କାର କରାଯାଇଥିବା ବେଳେ ବଡ଼ ପୁଅ ଜଗନ୍ନାଥ ନାଏକ, ଜନ୍ନତ ନାଏକ, ରିଷଭ ନାଏକ, କୁଞ୍ଜ ନାଏକ, କିଶୋର ନାଏକ, ରଶ୍ମି ରଞ୍ଜନ ନାଏକ, ଯୁଗେଶ୍ୱର ବାଗ(ରାଧେ), ମୁଖାଅଗ୍ନି ଦେଇଥିଲେ। ସ୍ବର୍ଗତ ଅଜିତ ନାଏକଙ୍କ ବିୟୋଗରେ ପରିଚିତ ମହଲରେ ଶୋକରଛାୟା ଖେଳିଯାଇଛି।

ରଜନୀ କାନ୍ତ ସମରଲିଆ ଙ୍କ ରିପୋର୍ଟ 

Related posts

ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ 

Sunil Chandra Nayak

ରୁପ୍ରା ଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ 135ତମ ଜୟନ୍ତୀ ପାଳିତ 

Sunil Chandra Nayak

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ବାଇକ୍ ଆରୋହି 

Sunil Chandra Nayak

Leave a Comment

error: Content is protected !!