ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

ରାୟଗଡା :- ଝାପାଖଲ ସେବାଶ୍ରମର ପ୍ରଧାନ ସେବକ ଶ୍ରୀ ଈଶ୍ୱର ଚନ୍ଦ୍ର ସୁତାରଙ୍କର ଅବସର କାଳୀନ ସମ୍ଭର୍ଦ୍ଧାନା ଉଚ୍ଚବ ମହା ଆଡମ୍ଭରେ ପାଳିତ ହୋଇଛି, ଶ୍ରୀ ସୁତାର ଏକାଧାରରେ ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଶିକ୍ଷକ ଥିଲେ, ଛାତ୍ର ଛାତ୍ରୀ ଙ୍କୁ ଜଣେ ଉତ୍ତମ ନାଗରିକ ଭାବରେ ଗୋଡି ତୋଳିବା ତାଙ୍କର ଅଟୁଲୋନୀୟ ଅବଦାନ ରହିଛି |ତାଙ୍କର କାର୍ଯ୍ସ ସହଳି, ବିଦ୍ୟାଳୟ ର ଉନ୍ନତି ପରିପର୍ଶୀକ ଉନ୍ନତି ଯୋଗୁ ସେ ସମସ୍ତଙ୍କ ପାଖରେ ଅଭିନନ୍ଦନନିୟ । ଆଜି ଏହି ଉଚ୍ଚବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ଉପସ୍ଥିତି ରହି ସମ୍ଭାର୍ଦ୍ଧଦିତ କରିବା ସହ ତାଙ୍କର ଆଗାମୀ ସମୟ ବୋହୋରୋତ୍ତର କାମନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

ସ୍ୱାୟତ୍ତ ଶାସନ ଦିବସରେ ନୂଆପଡ଼ା ଏନ୍‌ଏସିକୁ ମିଳିଲା ‘ବେଷ୍ଟ ପରଫର୍ମିଂ ୟୁଏଲ୍‌ବି’ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ୨ କୋଟି ଟଙ୍କାର ପୁରସ୍କାର, ଜ଼ିଲ୍ଲା ପାଇଁ ଆଉ ଏକ ମାଇଲ୍‌ଖୁଣ୍ଟ

Sunil Chandra Nayak

ସାନପାଖଣା ଶୈବ ମନ୍ଦିରରେ ରାଇରଙ୍ଗପୁର ଵ୍ଳକ ସ୍ତରୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ

Sunil Chandra Nayak

Leave a Comment

error: Content is protected !!