ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

ରାୟଗଡା :- ଝାପାଖଲ ସେବାଶ୍ରମର ପ୍ରଧାନ ସେବକ ଶ୍ରୀ ଈଶ୍ୱର ଚନ୍ଦ୍ର ସୁତାରଙ୍କର ଅବସର କାଳୀନ ସମ୍ଭର୍ଦ୍ଧାନା ଉଚ୍ଚବ ମହା ଆଡମ୍ଭରେ ପାଳିତ ହୋଇଛି, ଶ୍ରୀ ସୁତାର ଏକାଧାରରେ ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଶିକ୍ଷକ ଥିଲେ, ଛାତ୍ର ଛାତ୍ରୀ ଙ୍କୁ ଜଣେ ଉତ୍ତମ ନାଗରିକ ଭାବରେ ଗୋଡି ତୋଳିବା ତାଙ୍କର ଅଟୁଲୋନୀୟ ଅବଦାନ ରହିଛି |ତାଙ୍କର କାର୍ଯ୍ସ ସହଳି, ବିଦ୍ୟାଳୟ ର ଉନ୍ନତି ପରିପର୍ଶୀକ ଉନ୍ନତି ଯୋଗୁ ସେ ସମସ୍ତଙ୍କ ପାଖରେ ଅଭିନନ୍ଦନନିୟ । ଆଜି ଏହି ଉଚ୍ଚବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ଉପସ୍ଥିତି ରହି ସମ୍ଭାର୍ଦ୍ଧଦିତ କରିବା ସହ ତାଙ୍କର ଆଗାମୀ ସମୟ ବୋହୋରୋତ୍ତର କାମନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦୀବସ ପାଳିତ 

masiha

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

masiha

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!