ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିଲା ଟ୍ରାଏସାଇକେଲ , ଆଧାର କାର୍ଡ ହେବା ସହିତ ଭିନ୍ନକ୍ଷମ ଭତ୍ତା ରେ ସାମିଲ ହେଲେ

କାମାକ୍ଷାନଗର (ମନିସ )4/9/23 // BHRC ର twitte mil grievance ପରେ ଭିନ୍ନକ୍ଷମ ଲଳିତା ଙ୍କ ପାଖକୁ ପହଂଚିଥିଲେ ପ୍ରଶାସନିକ ଅଧିକାରୀ, ଭତ୍ତା ସହିତ ସମସ୍ତ ଯୋଜନା ଶିଘ୍ର ମିଳିବ ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ , ଆଜି ଲଳିତା ଙ୍କୁ ଡାକି ଟ୍ରାଏସାଇକେଲ ଦେଲେ ଓ ନୁଆଁ ଆଧାର କାର୍ଡ ହେବା ସହିତ ଭତ୍ତା ରେ ସାମିଲ ହେଲେ।

ଭିନ୍ନକ୍ଷମ ଲଳିତା ଙ୍କୁ ମିଳୁନି ଭତ୍ତା , ସରକାରୀ ଯୋଜନା ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଖରକାରପାରା ଗାଁର ଲଳିତା ଗଣ୍ଡ କୁ ଭିନ୍ନକ୍ଷମ ଭତ୍ତା ଓ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି @CMO_Odisha @PradeepJenaIAS @PRDeptOdisha @DMnabarangpur @BDO_RAIGHAR @SSEPD2 @Abanikanta_1978 ଙ୍କୁ ଅବଗତ କରାଇବା ପରେ ସମସ୍ତ ସରକାରୀ ଯୋଜନା ମିଳିଲା

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିନାପାଲି ବ୍ଲକରେ ପେଟ୍ରୋଲ ର କଳାବଜାର ?

କୂଅରେ ପଡି ଦୁଇ ବର୍ଷର ଶିଶୁ କନ୍ୟା ମୃତ 

Sunil Chandra Nayak

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!