ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିଲା ଟ୍ରାଏସାଇକେଲ , ଆଧାର କାର୍ଡ ହେବା ସହିତ ଭିନ୍ନକ୍ଷମ ଭତ୍ତା ରେ ସାମିଲ ହେଲେ

କାମାକ୍ଷାନଗର (ମନିସ )4/9/23 // BHRC ର twitte mil grievance ପରେ ଭିନ୍ନକ୍ଷମ ଲଳିତା ଙ୍କ ପାଖକୁ ପହଂଚିଥିଲେ ପ୍ରଶାସନିକ ଅଧିକାରୀ, ଭତ୍ତା ସହିତ ସମସ୍ତ ଯୋଜନା ଶିଘ୍ର ମିଳିବ ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ , ଆଜି ଲଳିତା ଙ୍କୁ ଡାକି ଟ୍ରାଏସାଇକେଲ ଦେଲେ ଓ ନୁଆଁ ଆଧାର କାର୍ଡ ହେବା ସହିତ ଭତ୍ତା ରେ ସାମିଲ ହେଲେ।

ଭିନ୍ନକ୍ଷମ ଲଳିତା ଙ୍କୁ ମିଳୁନି ଭତ୍ତା , ସରକାରୀ ଯୋଜନା ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଖରକାରପାରା ଗାଁର ଲଳିତା ଗଣ୍ଡ କୁ ଭିନ୍ନକ୍ଷମ ଭତ୍ତା ଓ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି @CMO_Odisha @PradeepJenaIAS @PRDeptOdisha @DMnabarangpur @BDO_RAIGHAR @SSEPD2 @Abanikanta_1978 ଙ୍କୁ ଅବଗତ କରାଇବା ପରେ ସମସ୍ତ ସରକାରୀ ଯୋଜନା ମିଳିଲା

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

masiha

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ 

masiha

ରିଷିଡା ବାପୁଜୀ ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!