ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

ପୋଖରୀ ରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗ୍ରାମର ଅଞ୍ଜଳି ମଲ୍ଲିକ ମଙ୍ଗଳବାର ନିକଟସ୍ଥ ଖଳିଆବନ୍ଧ କୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ପାଣି ରେ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ । ଖଡ଼ିଆଳ ପୋଲିସ ସବ ଇନିସ୍ପେକ୍ଟର କ୍ଷୀରୋଦ ଚନ୍ଦ୍ର ବାଗ ଘଟଣାସ୍ଥଳ ରେ ପହଞ୍ଚି ସବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ । ଖଡ଼ିଆଳ ଥାନା ରେ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ କରୁଥିବା ଖଡ଼ିଆଳ ପୋଲିସ କହିଛନ୍ତି । ଅପରପକ୍ଷେ ମୃତ ବୃଦ୍ଧା ଙ୍କ ଗୋଟିଏ ପୁଅ ଥିବା ବେଳେ ସେ ହାଇଦ୍ରାବାଦ କାମ କରିଯାଇଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୭୯ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!