ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

ପୋଖରୀ ରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗ୍ରାମର ଅଞ୍ଜଳି ମଲ୍ଲିକ ମଙ୍ଗଳବାର ନିକଟସ୍ଥ ଖଳିଆବନ୍ଧ କୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ପାଣି ରେ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ । ଖଡ଼ିଆଳ ପୋଲିସ ସବ ଇନିସ୍ପେକ୍ଟର କ୍ଷୀରୋଦ ଚନ୍ଦ୍ର ବାଗ ଘଟଣାସ୍ଥଳ ରେ ପହଞ୍ଚି ସବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ । ଖଡ଼ିଆଳ ଥାନା ରେ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ କରୁଥିବା ଖଡ଼ିଆଳ ପୋଲିସ କହିଛନ୍ତି । ଅପରପକ୍ଷେ ମୃତ ବୃଦ୍ଧା ଙ୍କ ଗୋଟିଏ ପୁଅ ଥିବା ବେଳେ ସେ ହାଇଦ୍ରାବାଦ କାମ କରିଯାଇଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସହରାଞ୍ଚଳ ରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ

masiha

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

Sunil Chandra Nayak

ଯୁବ ସାମ୍ବାଦିକଙ୍କ ବିୟୋଗ ନେଇ ପରିବାରଙ୍କୁ ଭେଟିଲେ ଡାବୁଗାଁ ସାମ୍ବାଦିକ ସଂଘ 

Sunil Chandra Nayak

Leave a Comment

error: Content is protected !!