ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଏବଂ ଶିଶୁ କଳାକାର ସମ୍ମାନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ,ନରେଶ ଆର୍ଯ୍ୟ, କୁଞ୍ଜବିହାରୀ ରାଉତ, କୁମାର ବେହେରା ଓ ଗ୍ରେସୀ ଡେଭିଡ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ଶିକ୍ଷାବିତ୍ ଅଜନ୍ତା ମିଶ୍ର, ଗୀତାରାଣୀ ମିଶ୍ର, ସବିତାରାଣୀ ବେହେରା, ପୁଲିନ୍ ରାଉତରାୟ,ରବର୍ଟ ହାଇଫିଲ, ଶରତ କୁମାର ବିଶ୍ବାଳ ଓ ଶିଶୁ କଳାକାର ଭାବେ ସ୍ବସ୍ତିକ ପଣ୍ଡା, ତମନ୍ନା ଭୌମିକ, ଜି ଏ ମହିମ, ସାଇ ମିଶ୍ର, ଶ୍ରେୟା ଚକ୍ରବର୍ତ୍ତୀ,ପ୍ରମେୟ ମହାନ୍ତି, ଦିବ୍ୟଦିଶା ବାରିକ, ସାଇନା ନନ୍ଦ,ତନୁଶ୍ରୀ ଅଗ୍ରୱାଲ, ଅମ୍ଳାନ ଅଂଶୁମାନ ପ୍ରଧାନ ଓ ଅନୁରାଗ ଗିରି ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ । ଅତିଥିଗଣ ଓ ଗୁରୁମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଲେ ଯେ ଗୋଟିଏ ମଂଚରେ ଗୁରୁ ଓ ଶିଶୁ ଙ୍କୁ ସମ୍ମାନିତ କରାଯିବା ଏକ ନିଆରା ଘଟଣା। କାର୍ଯ୍ୟକ୍ରମ ପରିଚାଳନା ମୂରଲୀ ପଟ୍ଟନାୟକ, ଦିବାକର ଓ କଲ୍ୟାଣୀ ଦାସ, ସତ୍ୟବାନ ସାହୁ, ଲିତାଞ୍ଜଳୀ ଓ ସଲିତ ପତି ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମସିହା ନିଉଜ ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ! କାକୁଡିରୁମା ବସୁଧା ଯୋଜନା କାମ ଆରମ୍ଭ

masiha

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ଜୁଲାଇ ୧ ତାରିଖ ଵୈଠକ ପାଇଁ ଖଵରଦାତା ସମ୍ମିଳନୀ

Sunil Chandra Nayak

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!